ଏସଟିଏଫ ପଞ୍ଝାରେ ନିଶା ମାଫିଆ: ବ୍ରାଉନସୁଗାର ସହ ଚୋରା ବନ୍ଧୁକ ଜବତ - ଏସଟିଏଫ ପଞ୍ଝାରେ ନିଶା ମାଫିଆ
ଏସଟିଏଫ ପଞ୍ଝାରେ ନିଶା ମାଫିଆ
12:48 February 29
ଚୋରା ବନ୍ଧୁକ କାରବାରରୁ ବ୍ରାଉନସୁଗାର ଲିଙ୍କ । ଏସଟିଏଫ ହାତରେ ପିସ୍ତଲ ସହ ବ୍ରାଉନ ସୁଗାର ।
ଭୁବନେଶ୍ବର: ଚୋରା ବନ୍ଧୁକ କାରବାରରୁ ବ୍ରାଉନସୁଗାର ଲିଙ୍କ । ଏସଟିଏଫ ହାତରେ ପିସ୍ତଲ ସହ ବ୍ରାଉସୁଗାର । ବନ୍ଧୁକ କାରବାର ସୁରାକ ପାଇ ଏସଟିଏଫ ଟିମ ଚଢାଉ କରିଥିଲା । ଏହି ସମୟରେ 4 ରାଉଣ୍ଡ ଗୁଳି ଗୋଟିଏ ଅତ୍ୟାଧୁନିକ ପିସ୍ତଲ, 56 ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ । ଏହା ସହ 2ଜଣକୁ ଗିରଫ କରିଛି କଟକ ଏସଟିଏଫ ଟିମ । ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 5ଲକ୍ଷରୁ ଊର୍ଦ୍ଧ୍ବ ହେବା ନେଇ ସୂଚନା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Feb 29, 2020, 3:28 PM IST