ଭୁବନେଶ୍ବର: ଚିଡିଆଖାନା ଏବଂ ହରିଣ ପାର୍କ ଖୋଲିବା ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡ଼ଲାଇନ । ବିନା ମାସ୍କରେ ପ୍ରବେଶ ବାରଣ ।
ଚିଡିଆଖାନା ଖୋଲିବା ପାଇଁ ଜାରି ହେଲା ଗାଇଡଲାଇନ - odisha Guidelines
ଚିଡିଆଖାନା ଏବଂ ହରିଣ ପାର୍କ ଖୋଲିବା ପାଇଁ ରାଜ୍ୟସରକାର ଜାରି କଲେ ଗାଇଡ଼ଲାଇନ । ଅଧିକ ପଢନ୍ତୁ..

ଚିଡିଆଖାନା ଖୋଲିବା ପାଇଁ ଜାରି ହେଲା ଗାଇଡଲାଇନ
ସେହିପରି ଥଣ୍ଡା ଜ୍ବର କି କାଶ ହେଉଥିଲେ ପ୍ରବେଶ ବାରଣ । ବଡ ଚିଡିଆଖାନାରେ ଦିନକୁ ୧୫୦୦ ପରିଦର୍ଶକ ଯିବାକୁ ଅନୁମତି ଦେଇଛନ୍ତି ସରକାର।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ