ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟ କରୁଥିବା ଗ୍ରାମ ରୋଜଗାର ସେବକ ଓ ଏପିଓଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା । ଏପଟେ ନିଜ ପଞ୍ଚାୟତରେ ନିଯୁକ୍ତି ପାଇବେ ନାହିଁ ଜିଆରଏସ । ଯଦି ଥିବେ ସେମାନେ ଜିଲ୍ଲାର ଅନ୍ୟ ପଞ୍ଚାୟତକୁ ବଦଳି ହେବେ।
କୌଣସି ପଞ୍ଚାୟତରେ 5 ବର୍ଷରୁ ଅଧିକ ସମୟ ରହିବେ ନାହିଁ ଜିଆରଏସ । ସେହିପରି ବ୍ଲକରେ କାର୍ଯ୍ୟ କରୁଥିବା ଏପିଓ ମଧ୍ୟ ନିଜ ବ୍ଲକରେ ରହି ପାରିବେ ନାହିଁ । କିମ୍ବା ନିର୍ଦ୍ଦିଷ୍ଟ ବ୍ଲକରେ 5 ବର୍ଷ ରହିବେ ନାହିଁ । ତାଙ୍କୁ ଜିଲ୍ଲାର ଅନ୍ୟ ବ୍ଲକକୁ ବଦଳି କରାଯିବ ।