ଓଡିଶା

odisha

By

Published : Feb 12, 2021, 7:16 PM IST

ETV Bharat / city

ବାଇ ଲ' ପ୍ରତ୍ୟାହାର ଦାବିରେ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ

ଜାତୀୟ ସ୍ମାରକ ପ୍ରାଧିକରଣ ଦ୍ୱାରା ପ୍ରସ୍ତାବିତ ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ । ଅଧିକ ପଢନ୍ତୁ...

ବାଇ ଲ' ପ୍ରତ୍ୟାହାର ଦାବିରେ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ
ବାଇ ଲ' ପ୍ରତ୍ୟାହାର ଦାବିରେ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ


ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ବାଇ ଲ' ନେଇ ବଢୁଛି ବିବାଦ । ଜାତୀୟ ସ୍ମାରକ ପ୍ରାଧିକରଣ ଦ୍ୱାରା ପ୍ରସ୍ତାବିତ ଏହି ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଶୁକ୍ରବାର ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରାଯାଇଛି ।

ବାଇ ଲ' ପ୍ରତ୍ୟାହାର ଦାବିରେ ଲିଙ୍ଗରାଜ ମନ୍ଦିରରେ ସମୂହ ଦୀପଦାନ

ରାଜଧାନୀର ସବୁ ବର୍ଗର ଲୋକ, ଶ୍ରଦ୍ଧାଳୁ ଦୀପଦାନ କରିଛନ୍ତି । କେନ୍ଦ୍ର ସରକାର ଏହି ଅଧିନିୟମ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସମସ୍ତେ ଦାବି କରିବା ସହ ବାଇ ଲ'କୁ କଣ ପାଇଁ ପ୍ରତ୍ୟାହାର କରାଯାଉନି, ସେନେଇ ପ୍ରଶ୍ନ କରିଛନ୍ତି । ଯଦି ଏହି ଅଧିନିୟମ ନ ହଟାଯାଏ ତେବେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details