ଓଡିଶା

odisha

ETV Bharat / city

ଗଞ୍ଜେଇ ଚାଷ ପାଇଁ ମିଳିପାରେ ସରକାରଙ୍କ ଅନୁମତି !

ମଙ୍ଗଳବାର ଗଞ୍ଜେଇ ଚାଷ ନେଇ ଅବକାରୀ ବିଭାଗ ପକ୍ଷରୁ ବୈଠକ ଡକାଯାଇଛି । ଔଷଧୀୟ ବ୍ୟବହାର ପାଇଁ ହୋଇପାରେ ଗଞ୍ଜେଇ ଚାଷ ।

ଫାଇଲ ଫଟୋ

By

Published : Nov 18, 2019, 9:07 PM IST

ଭୁବନେଶ୍ବର: ରାଜ୍ୟ ସରକାର କରିବେ ଗଞ୍ଜେଇ ଚାଷ । ମଙ୍ଗଳବାର ଏନେଇ ଅବକାରୀ ବିଭାଗ ପକ୍ଷରୁ ବୈଠକ ଡକାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗଞ୍ଜେଇ ଚାଷ ହେଲେ କଣ ଲାଭ ହେବ ସେ ନେଇ ଅବକାରୀ ବିଭାଗର ଯୁଗ୍ମ ସଚିବ ଅବକାରୀ କମିଶନରଙ୍କୁ ଚିଠି ଲେଖି ବୈଠକରେ ଯୋଗ ଦେବାକୁ କହିଛି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଔଷଧୀୟ ବ୍ୟବହାର ପାଇଁ ଏହି ଚାଷ କରାଯିବ ବୋଲି ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details