ଭୁବନେଶ୍ବର: କାଳିଆ ଯୋଜନାରେ 3 ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ । ସରକାରଙ୍କ ମୁଣ୍ଡବିନ୍ଧା ଏବେ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ । ପ୍ରକୃତ ଭାଗଚାଷୀଙ୍କୁ ଟଙ୍କା ପ୍ରଦାନ କରାନଯାଇ ଏହି ଟଙ୍କା ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି । ଆଉ ଏବେ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ ହେବା ପରେ ଟଙ୍କା ଫେରସ୍ତ କରିବେ ।
ସରକାରୀ ଚାକିରିଆ ପାଇଛନ୍ତି କାଳିଆ ଟଙ୍କା - ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ
କାଳିଆ ଯୋଜନାରେ 3 ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ । ସରକାରଙ୍କ ମୁଣ୍ଡବିନ୍ଧା ଏବେ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ । ପ୍ରକୃତ ଭାଗଚାଷୀଙ୍କୁ ଟଙ୍କା ପ୍ରଦାନ କରାନଯାଇ ଏହି ଟଙ୍କା ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ।
ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର
ତେବେ ଏହି ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ସରକାରୀ ଚାକିରିଆ ବି ଅଛନ୍ତି । ପ୍ରାୟ 12 ହଜାର ବଡ ଚାଷୀ ରହିଛନ୍ତି । 20 ହଜାର ସରକାରୀ ଚାକିରିଆ କାଳିଆ ଟଙ୍କା ପାଇଥିବା ସୂଚନା ରହିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ
Last Updated : Sep 17, 2019, 2:45 PM IST