ଭୁବନେଶ୍ବର: ସ୍ୱଭାବିକ ହେଲା ଲୋକସେବା ଭବନର କାର୍ଯ୍ୟ। ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଲକଡାଉନ କଟକଣା କିଛିଟା କୋହଳ ହେବା ପରେ ଲୋକସେବା ଭବନ ଫେରିଲେ କର୍ମଚାରୀ। 11 ଟି କ୍ରିଟିକାଲ ବିଭାଗର ଦପ୍ତର କାର୍ଯ୍ୟ ସୋମବାରଠୁ ଆରମ୍ଭ ହୋଇଛି।
ସ୍ୱଭାବିକ ହେଲା ଲୋକସେବା ଭବନ କାର୍ଯ୍ୟ - lokaseba bhawan
ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଲକଡାଉନ କଟକଣା କିଛିଟା କୋହଳ ହେବା ପରେ ଲୋକସେବା ଭବନ ଫେରିଲେ କର୍ମଚାରୀ । 11 ଟି କ୍ରିଟିକାଲ ବିଭାଗର ଦପ୍ତର କାର୍ଯ୍ୟ ସୋମବାରଠୁ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ..
govt-employee-back-to-work-in-lokaseba-bhawan
କୃଷି ଓ କୃଷକ ସଶକ୍ତିକରଣ, ସାଧାରଣ ପ୍ରଶାସନ, ଗୃହ, ପଞ୍ଚାୟତି ରାଜ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜସ୍ୱ ଓ ବିପର୍ଯୟ ପରିଚାଳନା, ଶ୍ରମ ଓ ନିୟୋଜନ ଭଳି 11 ଟି ବିଭାଗର ଗ୍ରୁପ Aର ସମସ୍ତ ଅଧିକାରୀ କାର୍ଯ୍ୟରେ ଯୋଗଦେଇ ଥିବା ବେଳେ ଗ୍ରୁପ C ଓ Dର ସର୍ବାଧିକ 30 ପ୍ରତିଶତ କର୍ମଚାରୀଙ୍କୁ ରୋଷ୍ଟର ପଦ୍ଧତିରେ ଆସିବାକୁ କୁହାଯାଇଛି ।
ଭୁବନେଶ୍ବର ତପନ ଦାସ, ଇଟିଭି ଭାରତ