ଓଡିଶା

odisha

By

Published : Feb 4, 2021, 5:02 PM IST

ETV Bharat / city

ରେଳ ବଜେଟକୁ ନେଇ ଜବାବ ରଖିଲା ବିଜେପି, କହିଲା ‘ଉପେକ୍ଷା ନୁହେଁ ଅପେକ୍ଷାଠୁ ଅଧିକ ମିଳିଛି’

ରେଳ ବଜେଟକୁ ନେଇ ବିରୋଧୀ ନୈରାଶ୍ୟ ଜନକ ଏବଂ ଉପେକ୍ଷା ମତ ରଖୁଥିବା ବେଳେ ବିଜେପି ଏହାର ଜବାବ ରଖିଛି । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଉପେକ୍ଷା ନୁହେଁ ଅପେକ୍ଷାଠୁ ଅଧିକ ମିଳିଛି । ଅଧିକ ପଢନ୍ତୁ...

ଉପେକ୍ଷା ନୁହେଁ ଅପେକ୍ଷାଠୁ ଅଧିକ ମିଳିଛି
ଉପେକ୍ଷା ନୁହେଁ ଅପେକ୍ଷାଠୁ ଅଧିକ ମିଳିଛି

ଭୁବନେଶ୍ବର: ରେଳ ବଜେଟକୁ ନେଇ ବିରୋଧୀ ନୈରାଶ୍ୟ ଜନକ ଏବଂ ଉପେକ୍ଷା ମତ ରଖୁଥିବା ବେଳେ ବିଜେପି ଏହାର ଜବାବ ରଖିଛି । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଉପେକ୍ଷା ନୁହେଁ ଅପେକ୍ଷାଠୁ ଅଧିକ ମିଳିଛି ।

ଉପେକ୍ଷା ନୁହେଁ ଅପେକ୍ଷାଠୁ ଅଧିକ ମିଳିଛି

ଆମେ ଏଥିପାଇଁ ରାଜ୍ୟ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଉଛୁ । ଉପା ସରକାର ସମୟଠୁ ବହୁ ଅଧିକ ଅନୁଦାନ ମିଳିଛି । ଉପା ସମୟରେ 838 କୋଟି ମିଳିଥିବା ବେଳେ ମୋଦି ସରକାର 560 ପ୍ରତିଶତ ଅଧିକ ଟଙ୍କା ଦେଇଛନ୍ତି ।

ଆମର ରାଜ୍ୟରେ ଥିବା ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ଓ ଜମି ଅଧିଗ୍ରହଣ ସମସ୍ୟା ସମାଧାନ କରୁ ନଥିବାରୁ ଅନେକ ପ୍ରକଳ୍ପ ଆଗେଇ ପାରୁନି । ସେଥିପାଇଁ ଆମ ରାଜ୍ୟରେ ରେଳ ବିକାଶ ତ୍ବରାନ୍ବିତ ହୋଇ ପାରୁନି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details