ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ୨୦୨୨-୨୩ ଆର୍ଥିକ ବର୍ଷରେ ଆଗତ ବଜେଟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମଧ୍ୟମ ଓ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ ।
ଏହାକୁ ନେଇ ଗୋଲକ ମହାପାତ୍ର କହିଛନ୍ତି ଯେ ପ୍ରତି ମାସରେ ଓଡିଶାକୁ ୩ କୋଟି ୨୬ ଲକ୍ଷ ଲୋକମାନଙ୍କୁ ଚାଉଳ ଭାରତ ସରକାର ଯୋଗାଇ ଦେଉଛନ୍ତି। ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି ଏବଂ ପାଇଖାନା ବି ଦେଇଛନ୍ତି।