ଭୁବନେଶ୍ବର: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ । ମହଣ ମହଣ ସ୍ବର୍ଣ୍ଣ ବିଭୂଷଣରେ ସଜେଇ ହେଉଛନ୍ତି ଶ୍ରୀଜୀଉ । ତେବେ ଶ୍ରୀଜୀଉଙ୍କ ସୂନାବେଶ ପୂର୍ବରୁ ରଥରୁ ଘୋଡା ଖୋଲାର ପରମ୍ପରା ରହିଛି ।
ଜାଣନ୍ତୁ, ରଥରୁ ଘୋଡା ଖୋଲାର ରହସ୍ଯ - tradition
ଆଜି ଶ୍ରୀଜୀଉଙ୍କ ସୁନାବେଶ । ତେବେ ସୂନାବେଶ ପୂର୍ବରୁ ରଥରେ ଲାଗିଥିବା ଘୋଡା ଗୁଡିକୁ କାଢିବାର ପରମ୍ପରା ରହିଛି । ଆସନ୍ତୁ ଜାଣିବା କାରଣ କଣ ?

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
ତେବେ କେଉଁ କାରଣରୁ ରଥରୁ ଘୋଡା ଖୋଲା ହୁଏ ? ପଛରେ କଣ ରହସ୍ୟ ରହିଛି ? ଏ ସମ୍ପର୍କରେ ‘ଇଟିଭି ଭାରତ’ ପ୍ରତିନିଧି ପୁରୀ ଭୋଇ ସେବାୟତଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଆସନ୍ତୁ ଜାଣିବା ........
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ