ଓଡିଶା

odisha

ETV Bharat / city

ଭଡା ଘରେ ଗଞ୍ଜେଇ ଗୋଦାମ, ରାଜଧାନୀରେ ସ୍ପେଶାଲ ସ୍କ୍ବାଡ ଚଢାଉ - ଭଡା ଘରେ ଗଞ୍ଜେଇ ଗୋଦାମ

ଭଡା ଘରେ ଗଞ୍ଜେଇ ଗୋଦାମ । ବହୁ ପରିମାଣରେ ଗଞ୍ଜେଇ ସହ ପାଞ୍ଚ ଜଣଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ । ଅଧିକ ପଢନ୍ତୁ...

ganja godown seized at Bhubaneswar spl sqd raid
ସିଆରପିଏଫ ଯାବାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଜମ୍ମୁକାଶ୍ମୀର ସରକାରଙ୍କୁ ପ୍ରତିବାଦ କରି ଜଣାଇଛନ୍ତି ଜମ୍ମୁବାସୀ ।

By

Published : Apr 7, 2021, 1:11 PM IST

Updated : Apr 8, 2021, 10:26 AM IST

ଭୁବନେଶ୍ବର: ଭଡା ଘରେ ଗଞ୍ଜେଇ ଗୋଦାମ, ରାଜଧାନୀରେ ସ୍ପେଶାଲ ସ୍କ୍ବାଡର ଚଢାଉ । ବହୁ ପରିମାଣରେ ଗଞ୍ଜେଇ ଜବତ ସହ 5 ଜଣଙ୍କୁ ଗିରଫ କଲା ପୋଲିସ ।

ଭଡା ଘରେ ଗଞ୍ଜେଇ ଗୋଦାମ, ରାଜଧାନୀରେ ସ୍ପେଶାଲ ସ୍କ୍ବାର୍ଡର ଚଢାଉ

ରାଜଧାନୀର ଘାଟିକିଆରେ ବେଧଡକ ଚାଲିଥିଲା ଗଞ୍ଜେଇ ଗୋଦାମ । କୌଣସି ସୂତ୍ରରୁ ଖବର ପାଇ ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଏକ ଭଡାଘରେ ଚାଲିଥିଲା ଗଞ୍ଜେଇ ଷ୍ଟକ । ଚଢାଉବେଳେ ପୋଲିସ ଏକ କ୍ବିଣ୍ଟାଲରୁ ଅଧିକ ପରିମାଣରେ ଗଞ୍ଜେଇ ଜବତ କରିଛି । ତିନି ମହିଳାଙ୍କ ସହ ଦୁଇ ପୁରୁଷଙ୍କୁ ଗିରଫ କରିଛି ପୋଲିସ।

ସୂଚନା ଅନୁସାରେ, ଫୁଲବାଣୀରୁ ଏଠାକୁ ଆସୁଥିଲା ପୁଳା ପୁଳା ଗଞ୍ଜେଇ । ଆଉ ଏଠାରୁ ହିଁ ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳକୁ କରାଯାଉଥିଲା ଚାଲାଣ । ଶେଷରେ ଭଡା ଘରେ ଚାଲିଥିବା ଗଞ୍ଜେଇ ଗୋଦାମକୁ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Apr 8, 2021, 10:26 AM IST

ABOUT THE AUTHOR

...view details