ଭୁବନେଶ୍ବର: ସଟଡାଉନରେ ଗଣେଷ ପୂଜା। ସାମୁହିକ ବା ଆନୁଷ୍ଠାନିକ ପୁଜା ଅନୁମତି ନଥିବା ବେଳେ କେବଳ ଘରୋଇ ଏବଂ ଜଣେ ଦୁଇଜଣରେ ପୂଜା ପାଇଁ ଅନୁମତି ଅଛି। ଫଳରେ ରାଜଧାନୀରେ ଅନେକ କ୍ଲବ,ଆନୁଷ୍ଠାନ,ଓ ମଣ୍ଡପ ସମେତ ଅନେକ ସ୍ଥାନରେ ସେଭଳି ଗଣେଷ ପୂଜା ଦେଖିବାକୁ ମିଳିବ ନାହିଁ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି ।
ଆନୁଷ୍ଠାନିକ ଗଣେଶ ପୁଜାକୁ ନା, ସଟଡାଉନ ନମାନିଲେ ଫାଇନ - ସଟଡାଉନରେ ଗଣେଷ ପୂଜା
ଚଳିତ ବର୍ଷ ସାମୁହିକ ବା ଆନୁଷ୍ଠାନିକ ପୂଜା ଅନୁମତି ନଥିବା ବେଳେ କେବଳ ଘରୋଇ ଏବଂ ଜଣେ ଦୁଇଜଣରେ ପୂଜା ପାଇଁ ଅନୁମତି ଅଛି। ଫଳରେ ରାଜଧାନୀରେ ଅନେକ କ୍ଲବ,ଆନୁଷ୍ଠାନ,ଓ ମଣ୍ଡପ ସମେତ ଅନେକ ସ୍ଥାନରେ ସେଭଳି ଗଣେଷ ପୂଜା ଦେଖିବାକୁ ମିଳିବ ନାହିଁ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି ।
ଆନୁଷ୍ଠାନିକ ଗଣେଷ ପୁଜାକୁ ନା, ସଟଡାଉନରେ ନମାନିଲେ ଫାଇନ
ଏନେଇ ଭୁବନେଶ୍ବର କଡା ଚେତାବନି ଦେଇଛନ୍ତି ନିୟମ ଉଲ୍ଲଂଘନ କରି ପୂଜା କଲେ ବା ଆନୁଷ୍ଠାନିକ ବା ସାମୁହିକ ଏକତ୍ରିତ ହେଲେ ଫାଇନ ଲାଗିପାରେ ବୋଲି ଡିସିପି ସୂଚନା ଦେଇଛନ୍ତି। ଅନ୍ଯପଟେ ସଟଡାଉନ ଥିବାରୁ ପୋଲିସ ଏନଫୋରସମେଣ୍ଟକୁ ମଧ୍ୟ କଡାକଡି କରାଯାଇଛି।
ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ