ଓଡିଶା

odisha

ETV Bharat / city

ଆନୁଷ୍ଠାନିକ ଗଣେଶ ପୁଜାକୁ ନା, ସଟଡାଉନ ନମାନିଲେ ଫାଇନ

ଚଳିତ ବର୍ଷ ସାମୁହିକ ବା ଆନୁଷ୍ଠାନିକ ପୂଜା ଅନୁମତି ନଥିବା ବେଳେ କେବଳ ଘରୋଇ ଏବଂ ଜଣେ ଦୁଇଜଣରେ ପୂଜା ପାଇଁ ଅନୁମତି ଅଛି। ଫଳରେ ରାଜଧାନୀରେ ଅନେକ କ୍ଲବ,ଆନୁଷ୍ଠାନ,ଓ ମଣ୍ଡପ ସମେତ ଅନେକ ସ୍ଥାନରେ ସେଭଳି ଗଣେଷ ପୂଜା ଦେଖିବାକୁ ମିଳିବ ନାହିଁ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି ।

ଆନୁଷ୍ଠାନିକ ଗଣେଷ ପୁଜାକୁ ନା, ସଟଡାଉନରେ ନମାନିଲେ ଫାଇନ
ଆନୁଷ୍ଠାନିକ ଗଣେଷ ପୁଜାକୁ ନା, ସଟଡାଉନରେ ନମାନିଲେ ଫାଇନ

By

Published : Aug 22, 2020, 10:06 AM IST

ଭୁବନେଶ୍ବର: ସଟଡାଉନରେ ଗଣେଷ ପୂଜା। ସାମୁହିକ ବା ଆନୁଷ୍ଠାନିକ ପୁଜା ଅନୁମତି ନଥିବା ବେଳେ କେବଳ ଘରୋଇ ଏବଂ ଜଣେ ଦୁଇଜଣରେ ପୂଜା ପାଇଁ ଅନୁମତି ଅଛି। ଫଳରେ ରାଜଧାନୀରେ ଅନେକ କ୍ଲବ,ଆନୁଷ୍ଠାନ,ଓ ମଣ୍ଡପ ସମେତ ଅନେକ ସ୍ଥାନରେ ସେଭଳି ଗଣେଷ ପୂଜା ଦେଖିବାକୁ ମିଳିବ ନାହିଁ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି ।

ଏନେଇ ଭୁବନେଶ୍ବର କଡା ଚେତାବନି ଦେଇଛନ୍ତି ନିୟମ ଉଲ୍ଲଂଘନ କରି ପୂଜା କଲେ ବା ଆନୁଷ୍ଠାନିକ ବା ସାମୁହିକ ଏକତ୍ରିତ ହେଲେ ଫାଇନ ଲାଗିପାରେ ବୋଲି ଡିସିପି ସୂଚନା ଦେଇଛନ୍ତି। ଅନ୍ଯପଟେ ସଟଡାଉନ ଥିବାରୁ ପୋଲିସ ଏନଫୋରସମେଣ୍ଟକୁ ମଧ୍ୟ କଡାକଡି କରାଯାଇଛି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details