ଭୁବନେଶ୍ବର: ବସ ଚଳାଚଳ ଆରମ୍ଭ ହେବା ପରେ ବି ସ୍ଥିତି ସ୍ବାଭାବିକ ନ ହୋଇ ପାରିବା ନେଇ ପରିବହନ ମନ୍ତ୍ରୀ ରଖିଲେ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ଧୀରେ ଧୀରେ ପରିସ୍ଥିତି ସ୍ବଭାବିକ ହେବ । ଏବେ କମ ଲୋକରେ ଚାଲୁଛି ବସ ।
ଜୁନ ପହିଲାରୁ ବସ ଚଳାଚଳ ସ୍ଥିତି ସମ୍ପୂର୍ଣ୍ଣ ସ୍ଵାଭାବିକ ହେବ: ପରିବହନ ମନ୍ତ୍ରୀ - ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା
ବସ ଚଳାଚଳକୁ ସବୁଜ ସଙ୍କେତ ମିଳିଥିଲେ ସୁଦ୍ଧା ସ୍ଥିତି ସ୍ବଭାବିକ ହୋଇ ନାହିଁ । ଏନେଇ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।
ଜୁନ ପହିଲାରୁ ବସ ଚଳାଚଳ ସ୍ଥିତ ସମ୍ପୂର୍ଣ୍ଣ ସ୍ଵଭାବିକ ହେବ: ପରିବହନ ମନ୍ତ୍ରୀ
ଆସନ୍ତା 1 ତାରିଖ ସୁଦ୍ଧା ପରିସ୍ଥିତି ସ୍ବାଭାବିକ ହେବା ନେଇ ଆଶା ରଖିଛୁ । ଲକଡାଉନ ପାଇଁ ବର୍ତ୍ତମାନ ବସ ଗୁଡିକର ଉପଯୁକ୍ତ କର୍ମଚାରୀ ନାହାନ୍ତି ସେଥିପାଇଁ ପାଇଁ ସ୍ଥିତି ସ୍ବାଭାବିକ ହେଉନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ
Last Updated : May 28, 2020, 12:42 PM IST