ଓଡିଶା

odisha

ETV Bharat / city

OSSC ଅଧ୍ୟକ୍ଷ ହେଲେ ପୂର୍ବତନ ପୋଲିସ DG ଅଭୟ - ପୂର୍ବତନ ପୋଲିସ DG ଅଭୟଙ୍କୁ ନୂଆ ନିଯୁକ୍ତି

ପୂର୍ବତନ ଡିଜିପି ଅଭୟ (Former Police DG Abhay ) ଙ୍କୁ ମିଳିଲା ନୂଆ ନିଯୁକ୍ତି । OSSC ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ପୂର୍ବତନ ପୋଲିସ DG ଅଭୟ ହେଲେ OSSC Chairman
ପୂର୍ବତନ ପୋଲିସ DG ଅଭୟ ହେଲେ OSSC Chairman

By

Published : Apr 13, 2022, 7:13 PM IST

ଭୁବନେଶ୍ବର: ପୂର୍ବତନ ଡିଜିପି ଅଭୟ (Former Police DG Abhay ) ଙ୍କୁ ମିଳିଲା ନୂଆ ନିଯୁକ୍ତି । OSSC ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବତନ ପୋଲିସ DG ଅଭୟ ହେଲେ OSSC Chairman

ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଛି ନୂଆ ଦାୟିତ୍ବ । OSSC ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ନିଯୁକ୍ତିର ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ଯାଏଁ ଦାୟିତ୍ବରେ ରହିବେ ଅଭୟ । ପୂର୍ବରୁ ଅଭୟ ରାଜ୍ୟ ସରକାରଙ୍କ ପକ୍ଷରୁ ନିଶା କାରବାର ରୋକ ନେଇ ଗଠନ ହୋଇଥିବା ଟିମର ଅଧ୍ୟକ୍ଷ ଥିଲେ ଅଭୟ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details