ଭୁବନେଶ୍ବର: ପୂର୍ବତନ ସାଂସଦ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ପରଲୋକ । ଗଞ୍ଜାମ ଆସ୍କାର ପୂର୍ବତନ ସାଂସଦ ତଥା ପୂର୍ବତନ ଆସ୍କା ବିଧାୟକ ଦ୍ବିତୀକୃଷ୍ଣ ପଣ୍ଡା ।
ଆଜି (ରବିବାର) ସକାଳ 5.15 ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଦେହତ୍ୟାଗ କରିଛନ୍ତି । ସୂଚନା ଥାଉକି, ଦ୍ବିତୀକୃଷ୍ଣ ପଣ୍ଡା ସିପିଆଇର ରାଜ୍ୟ ସମ୍ପାଦକ ଥିଲେ । ଏହାସହ ସେ ଏଆଇଟିୟୁସିର ରାଜ୍ୟ ସଭାପତି ଥିଲେ ।
ପୂର୍ବତନ ସାଂସଦ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ପରଲୋକ - ଭୁବନେଶ୍ବର
ପୂର୍ବତନ ସାଂସଦ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ପରଲୋକ । ଗଞ୍ଜାମ ଆସ୍କାର ପୂର୍ବତନ ସାଂସଦ ତଥା ପୂର୍ବତନ ଆସ୍କା ବିଧାୟକ ଦ୍ବିତୀକୃଷ୍ଣ ପଣ୍ଡା ।
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର
ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ