ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପାଇଁ ସବୁପ୍ରକାର ପ୍ରସ୍ତୁତି ସାରିଥିବା ବେଳେ କୋରୋନାର ଦ୍ରୁତ ସଂକ୍ରମଣକୁ ନେଇ ନିର୍ବାଚନ ନକରିବାକୁ କହିଛି କଂଗ୍ରେସ । ନିର୍ବାଚନ ପଛ ଜୀବନ ଆଗ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ।
Panchayat Election: ନିର୍ବାଚନ ପଛ ଜୀବନ ଆଗ କହିଲା କଂଗ୍ରେସ - ନିର୍ବାଚନ ପଛ ଜୀବନ ଆଗ
ପଞ୍ଚାୟତ ନିର୍ବାଚନ ପାଇଁ ସବୁପ୍ରକାର ପ୍ରସ୍ତୁତି ସରିଥିବା ବେଳେ କୋରୋନାର ଦ୍ରୁତ ସଂକ୍ରମଣକୁ ନେଇ ନିର୍ବାଚନ ନକରିବାକୁ କହିଛି କଂଗ୍ରେସ । ନିର୍ବାଚନ ପଛ ଜୀବନ ଆଗ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ । ଅଧିକ ପଢନ୍ତୁ
ନିର୍ବାଚନ ପଛ ଜୀବନ ଆଗ: କଂଗ୍ରେସ
ତେଣୁ, ସରକାର ଚିନ୍ତା କରିବା କଥା ତାଙ୍କ ପାଇଁ ଲୋକଙ୍କ ସୁରକ୍ଷା ବଡ ନା ନିର୍ବାଚନ । କଂଗ୍ରେସ ୧୦ ତାରିଖର ସର୍ବଦଳୀୟ ବୈଠକରେ ତାର ଆଉ ଯାହା ଆଭିମୁଖ୍ୟ ଅଛି ତାହା ସ୍ପଷ୍ଟ କରିବ ବୋଲି କହିଛି କଂଗ୍ରେସ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Jan 10, 2022, 2:52 PM IST
TAGGED:
ନିର୍ବାଚନ ପଛ ଜୀବନ ଆଗ