ଭୁବନେଶ୍ବର: କୋଭାକ୍ସିନ ଟିକା ନେବାପରେ ବି ବିଦେଶ ଯାତ୍ରା କରିପାରିବେନି । ଯଦି ବିଦେଶ ଯାତ୍ରା କରିବେ, ତେବେ WHO ଅନୁମୋଦନ କରିଥିବା ଟିକା ନେବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ।
'ବିଦେଶ ଯାତ୍ରା ପାଇଁ WHO ଅନୁମୋଦନ ଟିକା ଆବଶ୍ୟକ'
କୋଭାକ୍ସିନ ଟିକା ନେବା ପରେ ବି ବିଦେଶ ଯାତ୍ରା କରିପାରିବେନି । ବିଦେଶ ଯିବା ପାଇଁ WHO ଅନୁମୋଦନ ଟିକା ନେଇଥିବା ଜରୁରୀ । ଅଧିକ ପଢନ୍ତୁ...
'ବିଦେଶ ଯାତ୍ରା ପାଇଁ WHO ଅନୁମୋଦନ ଟିକା ଆବଶ୍ୟକ'
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ