ଭୁବନେଶ୍ବର: ପାହାଳ ନିକଟରେ ନିମ୍ନ ମାନର ଆଚାର ଓ ସସ କାରଖାନା ଉପରେ ଚଢାଉ । ପିକେ ପ୍ରଡକ୍ଟ ଅଫ ଫୁଡସରେ ଭୁବନେଶ୍ବର ସ୍ପେଶାଲ ସ୍କ୍ବାର୍ଡ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମିଳିତ ଭାବେ ଚଢାଉ କରାଯାଇଛି । ବିପୁଳ ପରିମାଣର ନଗଦ ସାମଗ୍ରୀ ଜବତ ହୋଇଛି ।
କଟକ ପରେ ଭୁବନେଶ୍ବର ପାଳି, ନିମ୍ନମାନର ଆଚାର ଓ ସସ୍ କାରଖାନାରେ ଚଢାଉ - ନିମ୍ନ ମାନର ଆଚାର
ପାହାଳ ନିକଟରେ ନିମ୍ନ ମାନର ଆଚାର ଓ ସସ୍ କାରଖାନାରେ ଚଢ଼ାଉ । ଫୁଡ୍ ସେଫ୍ଟି, ସ୍ପେସାଲ ସ୍କ୍ବାଡ୍ର ମିଳିତ ଚଢ଼ାଉ । ଅପମିଶ୍ରଣ କରି ତିଆରି କରୁଥିଲେ ଆଚାର, ସସ୍ ।
![କଟକ ପରେ ଭୁବନେଶ୍ବର ପାଳି, ନିମ୍ନମାନର ଆଚାର ଓ ସସ୍ କାରଖାନାରେ ଚଢାଉ ନିମ୍ମମାନର ଆଚାର ଓ ସସ୍ କାରଖାନା ଉପରେ ଚଢାଉ](https://etvbharatimages.akamaized.net/etvbharat/prod-images/768-512-10309757-thumbnail-3x2-achar.jpg)
ନିମ୍ମମାନର ଆଚାର ଓ ସସ୍ କାରଖାନା ଉପରେ ଚଢାଉ
କଟକ ପରେ ଭୁବନେଶ୍ବର ପାଳି, ନିମ୍ନମାନର ଆଚାର ଓ ସସ୍ କାରଖାନାରେ ଚଢାଉ
ପାହାଳ ଫାଣ୍ଡି ଅନ୍ତର୍ଗତ ସିଗନେଚର ହାଉସ ବିଲ୍ଡି୍ଂ କଡରେ ଚଢାଉ କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିକାରୀ ଖାଦ୍ୟର ମାନ ନେଇ ଯାଞ୍ଚ କରୁଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Jan 20, 2021, 2:31 PM IST