ଭୁବନେଶ୍ବର: ସାରା ଦେଶରେ ଜାରି ରହିଛି ଲକ ଡାଉନ । ହେଲେ,ଏହି ଲକ ଡାଇନର ସିଧାସଳଖ ପ୍ରଭାବ ଗରିବ ଓ ଦିନ ମଜୁରିଆଙ୍କ ଉପରେ ପଡୁଛି । ମୂଲ ଲାଗି ଖଟି ଖାଉଥିବା ଲୋକଘଙ୍କ ଘରେ ଚୁଲି ଜଳୁ ନ ଥିବା ବେଳେ, ଅଧା ଦିନ ଭୋକ ଉପାସରେ କଟୁଛି । ଯିଏ ଯାହା ଦେଉଛି ସେଥିରେ ପେଟ ପୁରୁଛି । ନହେଲେ ଭୋକ ଉପାସରେ ଦିନ କଟୁଛି ।
ଅସହାୟଙ୍କ ମୁହଁରେ ଦାନା ଦେଉଛି ଆଶା କିରଣ ଫାଉଣ୍ଡେସନ - food distribution to poor people by asha kiran foundation
ଗରିବ ମୁହଁରେ ହସ ଫୁଟାଉଛନ୍ତି ଆଶା କିରଣ ଫାଉଣ୍ଡେସନର ସଦସ୍ୟ । ଅସହାୟଙ୍କ ମୁହଁରେ ଦେଉଛନ୍ତି ଦାନା । ଅଧିକ ପଢନ୍ତୁ......
ଅସହାୟଙ୍କ ମୁହଁରେ ଦାନା ଦେଉଛି ଆଶା କିରଣ ଫାଉଣ୍ଡେସନ
କିନ୍ତୁ ସେମାନଙ୍କ ମୁହଁରେ ହସ ଫୁଟାଇଛି ଆଶା କିରଣ ଫାଉଣ୍ଡେସନ । ଆଶା କିରଣ ଫାଉଣ୍ଡେସନ ର ସଦସ୍ୟମାନେ ଭୁବନେଶ୍ବର ବିଭିନ୍ନ ସ୍ଥାନରେ ରହୁଥିବା ଅସହାୟ, ଗରିବ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଏପଟେ, କେବେ ଏହି ଲକ ଡାଉନ ଡେଡ ଲାଉନ ଶେଷ ହେବ ତାହାକୁ ଅପେକ୍ଷା କରିଥିବା କହିଛନ୍ତି ଏହି ଅସହାୟ ମଣିଷମାନେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ