ଭୁବନେଶ୍ବର:ରାଜ୍ୟରେ 4 ହଜାର 853ଟି ସୁନା ଦୋକାନ ରହିଛି। 2018-19ରେ 376ଟି ସୁନା ଦୋକାନରେ ଚଢ଼ାଉ ହୋଇଥିଲା। ସେହିପରି 2019-20ରେ 400 ସୁନା ଦୋକାନରେ ଚଢ଼ାଉ ହୋଇଥିଲା। ସେମାନଙ୍କଠାରୁ 12ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଥିଲା। 2020- 21ରେ 196 ଦୋକାନରେ ଚଢ଼ାଉ ହୋଇଥିଲା।
ରାଜ୍ୟରେ 4853ଟି ସୁନା ଦୋକାନ ରହିଛି: ଯୋଗାଣ ମନ୍ତ୍ରୀ - gold shop
ରାଜ୍ୟରେ 4 ହଜାର 853ଟି ସୁନା ଦୋକାନ ରହିଛି। 2018-19ରେ 376ଟି ସୁନା ଦୋକାନରେ ଚଢ଼ାଉ ହୋଇଥିଲା। ଗୃହରେ ଉତ୍ତର ଦେଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...
![ରାଜ୍ୟରେ 4853ଟି ସୁନା ଦୋକାନ ରହିଛି: ଯୋଗାଣ ମନ୍ତ୍ରୀ food and supply minister reaction on gold shop](https://etvbharatimages.akamaized.net/etvbharat/prod-images/768-512-11136799-thumbnail-3x2-k.jpg)
ରାଜ୍ୟରେ 4853ଟି ସୁନା ଦୋକାନ ରହିଛି : ଯୋଗାଣ ମନ୍ତ୍ରୀ
ରାଜ୍ୟରେ 4853ଟି ସୁନା ଦୋକାନ ରହିଛି : ଯୋଗାଣ ମନ୍ତ୍ରୀ
ସେମାନଙ୍କ ଠାରୁ 4ଲକ୍ଷ 45ହଜାର 500 ଟଙ୍କା ଜୋରିମାନା ଆଦାୟ ହୋଇଥିଲା। ଏହା ଛଡ଼ା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଓଜନ ମାପରେ ଯେଉଁମାନେ ଠକୁଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ପ୍ରଶ୍ନ କାଳରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ