ଓଡିଶା

odisha

ETV Bharat / city

ଖୋଲିଲା ଫାୟାର ପାର୍କ, ବୁଲିଲେ ଦର୍ଶକ

ଖୋଲିଲା ଫାୟାର ପାର୍କ । ବୁଲିଲେ ଦର୍ଶକ । ଅଗ୍ନି ନିରାପତ୍ତା ଡେମୋ ଦେଖାଇଲେ କର୍ମଚାରୀ । ଅଧିକ ପଢନ୍ତୁ...

fire park opened for tourist in bhubaneswar
ଖୋଲିଲା ଫାୟାର ପାର୍କ,ବୁଲିଲେ ଦର୍ଶକ

By

Published : Jan 9, 2021, 9:48 PM IST

ଭୁବନେଶ୍ବର : ଦେଶର ପ୍ରଥମ ଫାୟାର ପାର୍କ ଖୋଲିବା ପରେ ବୁଲିଛନ୍ତି ଦର୍ଶକ। ବରମୁଣ୍ଡା ଫାୟାର ଷ୍ଟେସନ ନିକଟ ଫାୟାର ଏକାଡେମୀର ଫାୟାର ପାର୍କକୁ ଶନିବାର ୩ଟା ୩୦ରୁ ୫ ଟା ପର୍ଯ୍ୟନ୍ତ ଖୋଲାଯାଇଥିଲା। ଫଳରେ ଦର୍ଶକମାନେ ବୁଲି ବୁଲି ଫାୟାର ପାର୍କର ମଜା ନେଇଛନ୍ତି ।

ଖୋଲିଲା ଫାୟାର ପାର୍କ,ବୁଲିଲେ ଦର୍ଶକ

ପ୍ରଥମ ଦିନରେ ପିଲାଠୁ ବୟସ୍କ ପର୍ଯନ୍ତ ୫୯ ଜଣ ବୁଲି ଦେଖିଛନ୍ତି । ଅଗ୍ନିଶମ ଏକାଡେମୀର କର୍ମକର୍ତ୍ତାମାନେ ବିଭିନ୍ନ ଅଗ୍ନି ନିରାପତ୍ତା ଡେମୋ ଦେଖାଇଛନ୍ତି । ଯାହାକୁ ଦର୍ଶକମାନେ ମଧ୍ୟ ବେଶ ଉପଭୋଗ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details