ଭୁବନେଶ୍ବର: ଦୀପାବଳି ପାଇଁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଏହି କ୍ରମରେ ରାଜଧାନୀ ଭୁବନେଶ୍ବରସ୍ଥିତ ବିଭିନ୍ନ ବାଣ ଦୋକାନ ଉପରେ ଚଢାଉ କରାଯାଇଥିଲା । ଚଢାଉ ବେଳେ 125 ଡେସିମିଲରୁ ଅଧିକ ଶଦ୍ଦଯୁକ୍ତ ବାଣ ସହ ବିପୁଳ ପରିମାଣର ଚାଇନା ବାଣ ଜବତ ହୋଇଛି ।
ବାଣ ଦୋକାନରେ ପୋଲିସର ଚଢାଉ, ଅଧିକ ଶଦ୍ଦଯୁକ୍ତ ବାଣ ଜବତ - ଆକ୍ସନ ମୋଡରେ କମିଶନରେଟ୍ ପୋଲିସ
ରାଜଧାନୀ ଭୁବନେଶ୍ବରସ୍ଥିତ ବିଭିନ୍ନ ବାଣ ଦୋକାନ ଉପରେ କମିଶନରେଟ ପୋଲିସର ଚଢାଉ । ଚଢାଉ ବେଳେ 125 ଡେସିମିଲରୁ ଅଧିକ ଶଦ୍ଦଯୁକ୍ତ ବାଣ ସହ ବିପୁଳ ପରିମାଣର ଚାଇନା ବାଣ ଜବତ ।
![ବାଣ ଦୋକାନରେ ପୋଲିସର ଚଢାଉ, ଅଧିକ ଶଦ୍ଦଯୁକ୍ତ ବାଣ ଜବତ](https://etvbharatimages.akamaized.net/etvbharat/prod-images/768-512-4881025-107-4881025-1572143258905.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ପଲ୍ୟୁସନ ବୋର୍ଡ, ଫାୟାର ଟିମ୍ ଓ କମିଶନରେଟ ପୋଲିସ ମିଳିତ ଭାବେ ଏହି ଚଢାଉ କରିଥିଲେ । ବରମୁଣ୍ଡା ନିକଟରୁ ଏହିସବୁ ବାଣ ଜବତ ହୋଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ