ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଲାଗିଲା ନିଆଁ । ସଟ ସର୍କିଟ ଯୋଗୁଁ ଷ୍ଟାଡିୟମର ସ୍କାଏ ୱାଲକ ୧ ରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ସଟ ସର୍କିଟ ଯୋଗୁଁ କଳିଙ୍ଗ ଷ୍ଟାଡିୟମର ସ୍କାଏ ୱାଲକ ୧ ରେ ନିଆଁ ଲାଗି ଯାଇଥିଲା । ଆଜି ଦିନ ୧୧ଟା ସମୟରେ ନିଆଁ ଲାଗିଥିବା ସୁଚନା ମିଳିଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।