ଭୁବନେଶ୍ବର: ଅଗଷ୍ଟ ମାସରେ ସବୁ ସରକାରୀ ଅଫିସ 50 ପ୍ରତିଶତ କର୍ମଚାରୀ ନେଇ ଚାଲିବ । ତେବେ ଘରେ ବସି କାମ ବି ହେବ । ସବୁ ଶନିବାର ଛୁଟି ରହିବ । ଯେପରି କୌଣସି କାର୍ଯ୍ୟ ପ୍ରଭାବିତ ନହୁଏ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି ।
50 ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ, ଶନିବାର ଛୁଟି - Fifty percent of government employees
ଅଗଷ୍ଟ ମାସରେ ସବୁ ସରକାରୀ ଅଫିସ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ତେବେ ଘରେ ବସି କାମ ବି ହେବ । ସବୁ ଶନିବାର ଛୁଟି ରହିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
50 ପ୍ରତିଶତ କର୍ମଚାରୀ ନେଇ ଚାଲିବ ସରକାରୀ ଅଫିସ, ଶନିବାର ଛୁଟି
ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁୂବନେଶ୍ବରରୁ ଜ୍ଞାନଦର୍ଶୀ ସହୁ, ଇଟିଭି ଭାରତ