ଓଡିଶା

odisha

ETV Bharat / city

ବାତ୍ୟା ବେଳେ ଫସଲ ସୁରକ୍ଷା ନେଇ ଚାଷୀଙ୍କୁ ହ୍ବାଟ୍ସଆପ ମେସେଜ - ଭୁବନେଶ୍ବର ଖବର

ବାତ୍ୟା ବେଳେ ଫସଲ ସୁରକ୍ଷା ନେଇ ବେଶ ଚିନ୍ତାରେ ରୁହନ୍ତି ଚାଷୀ । ତେବେ ଚଳିତ ଥର ବାତ୍ୟାରୁ ଫସଲକୁ ରକ୍ଷା କରିବା ପାଇଁ ଡିଜିଚାଲ ପନ୍ଥା ଆପଣେଇ ଚାଷୀଙ୍କୁ ବାର୍ତ୍ତା ଦେଉଛି କୃଷି ବିଭାଗ । ଅଧିକ ପଢ଼ନ୍ତୁ....

farmers getting video messages, Whatsapp messages, how to protect crops during storms, ଫସଲ ସୁରକ୍ଷା ନେଇ ଚାଷୀଙ୍କୁ ହ୍ବାଟ୍ସଆପ ମେସେଜ, ବାତ୍ୟା ବେଳେ ଫସଲ ସୁରକ୍ଷା, କୃଷି ବିଭାଗ, କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ , ଭୁବନେଶ୍ବର ଖବର, ବାତ୍ୟା ଅମ୍ଫାନ
ବାତ୍ୟା ବେଳେ ଫସଲ ସୁରକ୍ଷା ନେଇ ଚାଷୀଙ୍କୁ ହ୍ବାଟ୍ସଆପ ମେସେଜ

By

Published : May 18, 2020, 7:02 PM IST

Updated : May 18, 2020, 8:36 PM IST

ଭୁବନେଶ୍ବର: ବର୍ଷା ସାଙ୍ଗକୁ ଆସୁଛି ବାତ୍ୟା ପବନ, କେମିତି ପ୍ରସ୍ତୁତ ହେବେ ଚାଷୀ ! ତେବେ ଏନେଇ ଚାଷୀଙ୍କ ସୁବିଧା ପାଇଁ ଡିଜିଟାଲ ଯୁଗରେ ଏକ ଭିନ୍ନ ପ୍ରୟାସ କରିଛି କୃଷି ବିଭାଗ। ଏକ ଭିଡଓ ମେସେଜ ପ୍ରସ୍ତୁତ କରାଯାଇ ସବୁ ଚାଷୀଙ୍କ ନିକଟକୁ ପହଞ୍ଚାଇବାକୁ ଉଦ୍ୟମ କରିଛି ବିଭାଗ।

ବାତ୍ୟା ବେଳେ ଫସଲ ସୁରକ୍ଷା ନେଇ ଚାଷୀଙ୍କୁ ହ୍ବାଟ୍ସଆପ ମେସେଜ

ଚାଷୀମାନଙ୍କ ନିକଟରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ପ୍ରତ୍ୟେକ ପଞ୍ଚାୟତରେ ୧୦୦ରୁ ୨୦୦ କୃଷକଙ୍କୁ ନେଇ ହ୍ବାଟ୍ସଆପ୍ ଗ୍ରୁପ ଗଠନ କରାଯାଇଛି । କୃଷି ସମ୍ବନ୍ଧୀୟ ସୂଚନା, ବିଭାଗୀୟ ବାର୍ତ୍ତା ଓ ପରାମର୍ଶ ତଥା ଭିଡିଓ କ୍ଲିପ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକୀୟ ସୂଚନା ଦିଆଯାଉଛି ବୋଲି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 18, 2020, 8:36 PM IST

ABOUT THE AUTHOR

...view details