ଭୁବନେଶ୍ବର: କିଛି ଦିନ ତଳେ ବୁର୍ଲା ଭିସୁଟରେ 25 ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭି ବାହାରିଥିଲା । କିନ୍ତୁ ବର୍ତ୍ତମାନ ଜଣାପଡିଛି ସେମାନଙ୍କ ରିପୋର୍ଟ ପଜିଟିଭ ନୁହେଁ ବରଂ ନେଗେଟିଭ । ଆରଟି-ପିସିଆରରେ ଟେଷ୍ଟ ହେବା ପରେ ରିପୋର୍ଟ ନେଗେଟିଭ୍ ଥିବା ଜଣାପଡିଛି ।
ମିଛ ବାହାରିଲା ବୁର୍ଲା ଭିସୁଟ ଛାତ୍ରଛାତ୍ରୀଙ୍କ ପଜିଟିଭ୍ ରିପୋର୍ଟ - ବୁର୍ଲା ଭିସୁଟ ଛାତ୍ରଛାତ୍ରୀ
କିଛି ଦିନ ତଳେ ବୁର୍ଲା ଭିସୁଟରେ 25 ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭି ବାହାରିଥିଲା । କିନ୍ତୁ ବର୍ତ୍ତମାନ ଜଣାପଡିଛି ସେମାନଙ୍କ ରିପୋର୍ଟ ପଜିଟିଭ ନୁହେଁ ବରଂ ନେଗେଟିଭ । ଅଧିକ ପଢନ୍ତୁ...

ବୁର୍ଲା ଭିସୁଟ
ରାପିଡ଼ ଆଣ୍ଟିଜେନ କିଟରେ ଖରାପ ଥିବା ଜଣାପଡିଛି । ଫଳରେ ରିପୋର୍ଟ ପଜିଟିଭ ବାହାରିଥିଲା । ଏନେଇ ସୂଚନା ଦେଇଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । ଏହାସହ ଯେଉଁ ସଂସ୍ଥା ଆଣ୍ଟିଜେନ କିଟ୍ ଯୋଗାଇଛି, ସେହି ସଂସ୍ଥାକୁ ନୋଟିସ କରାଯିବ ଓ ସଂସ୍ଥାକୁ କିଟ୍ ବାବଦକୁ କୌଣସି ଅର୍ଥ ଦିଆଯିବ ନାହିଁ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ