ଓଡିଶା

odisha

ETV Bharat / city

ମଞ୍ଚେଶ୍ବରରେ ନକଲି ସଫ୍ଟ ଡ୍ରିଙ୍କ କାରଖାନା ଠାବ - ମଞ୍ଚେଶ୍ବରରେ ନକଲି ସଫ୍ଟ ଡ୍ରିଙ୍କ କାରଖାନା ଠାବ

ବିନା ଟ୍ରେଡ଼ ଲାଇସେନ୍ସର ସଫ୍ଟ ଡ଼୍ରିଙ୍କ କାରଖାନା। ପ୍ରସ୍ତୁତ ହେଉଥିଲା ସଫ୍ଟଡ଼୍ରିଙ୍କ ଓ ସୋଡା। ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ ଏହାର ସୁରାକ ପାଇଛି ।

ମଞ୍ଚେଶ୍ବରରେ ନକଲି ସଫ୍ଟ ଡ୍ରିଙ୍କ କାରଖାନା ଠାବ
ମଞ୍ଚେଶ୍ବରରେ ନକଲି ସଫ୍ଟ ଡ୍ରିଙ୍କ କାରଖାନା ଠାବ

By

Published : Feb 2, 2021, 2:19 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ନକଲି କାରଖାନାର ଖବର ସାମ୍ନାକୁ ଆସୁଛି । ଏଥର ରାଜଧାନୀରେ ନକଲି ସଫ୍ଟ ଡ୍ରିଙ୍କ କାରଖାନାର ହୋଇଛି ପର୍ଦ୍ଦାଫାଶ । ବିନା ଟ୍ରେଡ ଲାଇସେନ୍ସରେ ଚାଲିଥିଲା ସଫ୍ଟ ଡ୍ରିଙ୍କ କାରଖାନା । ପ୍ରସ୍ତୁତ ହେଉଥିଲା ସଫ୍ଟ ଡ୍ରିଙ୍କ ଓ ସୋଡା।

ମଞ୍ଚେଶ୍ବରରେ ନକଲି ସଫ୍ଟ ଡ୍ରିଙ୍କ କାରଖାନା ଠାବ, ବିନା ଲାଇସେନ୍ସରେ ପ୍ରସ୍ତୁତ ହେଉଥିଲା ସଫ୍ଟ ଡ୍ରିଙ୍କ

ଯାହାର ସୁରାକ ପାଇ ରେଡ କରିଛି ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ । ବିନା ଅନୁମତି ରେ କିଭଳି ଏପରି ସଫ୍ଟ ଡ଼୍ରିଙ୍କ ପ୍ରସ୍ତୁତ କରି ମାର୍କେଟକୁ ଛାଡୁଥିଲେ, ଏପରିକି କିଭଳି ଲୋକଙ୍କ ଜୀବନ ସହ ଖେଳୁଥିଲେ ତାହା ସାମ୍ନାକୁ ଆସିଛି।

ମଞ୍ଚେଶ୍ବରରେ ନକଲି ସଫ୍ଟ ଡ୍ରିଙ୍କ କାରଖାନା ଠାବ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details