ସାଲିଆସାହିରେ ଅବକାରୀ ଟିମର ଚଢାଉ: ଦେଶୀ ମଦ ନଷ୍ଟ, ଭାଙ୍ଗିଲେ ଆଡ୍ଡା - ସାଲିଆସାହିରେ ଅବକାରୀ ଟିମର ଚଢାଉ
ସାଲିଆସାହିରେ ଅବକାରୀ ଟିମର ଚଢାଉ: ଦେଶିମଦ ନଷ୍ଟ,ଭାଙ୍ଗିଲେ ଆଡ୍ଡା
10:52 January 25
ସାଲିଆସାହିରେ ଅବକାରୀ ଟିମର ଚଢାଉ: ଦେଶୀ ମଦ ନଷ୍ଟ, ଭାଙ୍ଗିଲେ ଆଡ୍ଡା
ଭୁବନେଶ୍ବର: ରାଜଧାନୀରେ ଅବକାରୀ ଟିମର ଚଢାଉ। ନୟାପଲ୍ଲୀ ସ୍ଥିତ ସାଲିଆସାହିରେ ଅବକାରୀ ଭୁବନେଶ୍ବର ଓ ଫ୍ଲାଇଙ୍ଗ ସ୍କ୍ବାର୍ଡ କଟକ ଟିମର ମିଳିତ ଚଢାଉ। ଗୋଡାଇ ଗୋଡାଇ ଦେଶି ମଦ ଭାଟିରେ ରେଡ କଲେ ଅବକାରୀ ଟିମ ଅଧିକାରୀ। ୫ହଜାର ଲିଟର ଭାତରନ୍ଧା ଦେଶିମଦ ନଷ୍ଟ ସହ ୫୦୦ ଲିଟର ଦେଶିମଦ ଜବତ କରାଯାଇଛି। ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରିଛି ଟିମ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Jan 25, 2021, 11:31 AM IST