ଭୁବନେଶ୍ବର:ଥମୁନି ବହୁ ଚର୍ଚ୍ଚିତ କ୍ୟାମେରମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା । ଦିନକୁ ଦିନ ତଦନ୍ତକୁ ଗତିପଥକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ ଓ ଆଇନଜୀବୀ । ଏପଟେଆଇନର ଗଳାବାଟରେ ଖସି ଯିବେ କି ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ରାଉତ ।
ସେହିପରି ଅଫିସର ଓ ସାମ୍ବାଦିକତା ଜ୍ଞାନରେ ଚକମା ଦେବେକି ଏହି ୨ ମୁଖ୍ୟ ଅଭିଯୁକ୍ତ । ତେବେ ହତ୍ୟାର ସବୁ ଦୋଷ ସହଯୋଗୀଙ୍କୁ କାନ୍ଧରେ ଲଦି ଖସି ଯିବେ କି ଦୁଇ ମୁଖ୍ୟ ଅପରାଧୀ । ସେହିଭଳି ଘଟଣାର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠୁଛି ।