ଓଡିଶା

odisha

ETV Bharat / city

ଅନଲାଇନରେ ଘର ଭଡା ଦେଇ ଠକାମିର ଶିକାର, ସାଇବର ଠକ ନେଇଗଲେ ୫୦ ହଜାର - ଅନଲାଇନରେ ଘର ଭଡା ଦେଇ ଠକାମି ଶିକାର

ଅନଲାଇନରେ ଘର ଭଡା ଦେଇ ଠକାମିର ଶିକାର । ସାଇବର ଠକ ନେଇଗଲେ ୫୦ ହଜାର । ମାଲିକକୁ ଅନଲାଇନରେ ଘରଭଡା ଦେବା ମହଙ୍ଗା ପଡିଲା। ସାଇବର ଲୁଟେରାଙ୍କ ଶିକାର ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଅଧିକ ପଢନ୍ତୁ...

ଅନଲାଇନରେ ଘର ଭଡା ଦେଇ ଠକାମି ଶିକାର
ଅନଲାଇନରେ ଘର ଭଡା ଦେଇ ଠକାମି ଶିକାର

By

Published : Apr 10, 2021, 8:59 PM IST

ଭୁବନେଶ୍ବର: ଅନଲାଇନରେ ଘର ଭଡା ଦେଇ ଠକାମିର ଶିକାର । ସାଇବର ଠକ ନେଇଗଲେ ୫୦ ହଜାର । ମାଲିକକୁ ଅନଲାଇନରେ ଘରଭଡା ଦେବା ମହଙ୍ଗା ପଡିଲା। ସାଇବର ଲୁଟେରାଙ୍କ ଶିକାର ହେଲେ ଅବସରପ୍ରାପ୍ତ ସେନା କର୍ମଚାରୀ।

ଅନଲାଇନରେ ଘର ଭଡା ଦେଇ ଠକାମି ଶିକାର

୬୫୦୦ ଭଡା ବଦଳରେ ନେଇଗଲେ ୪୯ ହଜାର ୫୪୦ ଟଙ୍କା। ଏମିତି ଏକ ଠକାମିର ଶିକାର ହୋଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ଅଭୟ ଲେଙ୍କା । ଯେକି ନିଜେ ରହୁଥିବା ଘର ମାଲିକକୁ ଘର ଭଡା ଗୁଗୁଲ ପେରେ ୬୫୦୦ ପଠାଇଥିଲେ।

ହେଲେ ମାଲିକ ପାଇନଥିବା ଜଣାଇବା ପରେ ପରେ ସେ ଗୁଗୁଲ ପେର କଷ୍ଟମର କେୟାର ନମ୍ବର ଖୋଜିଥିଲେ। ହେଲେ ଅନଲାଇନରେ ଥିବା ଠକଙ୍କ ନମ୍ବର ଗୁଗୁଲ ପେ ହେଲ୍ପଲାଇନ ନମ୍ବର ଭାବି ସମସ୍ତ ତଥ୍ଯ ସେୟାର କରିବା ପରେ ତାଙ୍କ ଆକାଉଣ୍ଟରୁ ୪୯ ହଜାର ୫୪୦ ଟଙ୍କା କଟିଯାଇଥିଲା। ଯାହାକୁ ନେଇ କର୍ମଚାରୀ ଜଣକ ଭୁବନେଶ୍ବରସ୍ଥିତ ହେଲ୍ପ ଡେସ୍କକୁ ଆସି ଅଭିଯୋଗ ଜଣାଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details