ଭୁବନେଶ୍ବର: ପୂର୍ବତନ ବହିଷ୍କୃତ ଆଇଏଫଏସ(IFS) ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏନେଇ ଇଡି ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ED) ସୂଚନା ଅନୁସାରେ ଅଭୟଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି ।
ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ କଲା ED - Enforcement Directorate provisionally attaches assets worth Rs 29.83 lakh belonging to Ex-IFS Abhay Kant Pathak
ପୂର୍ବତନ ବହିଷ୍କୃତ IFS ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏନେଇ ଇଡି ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ
ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ କଲା ED
ମନି ଲଣ୍ଡରିଂ ଆକ୍ଟ ଆଧାରରେ ଏହି ସମସ୍ତ ଆୟ ବହିର୍ଭୁତ ସମ୍ପତ୍ତି ଆଟାଚ କରିଛି ଇଡି । ସୂଚନା ଅନୁସାରେ ୨୦୨୦ ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ଏହାପରେ ଅଭୟଙ୍କୁ ଗିରଫ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ