ଓଡିଶା

odisha

ETV Bharat / city

ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ କଲା ED

ପୂର୍ବତନ ବହିଷ୍କୃତ IFS ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏନେଇ ଇଡି ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

By

Published : Apr 29, 2022, 11:05 PM IST

ଅଭୟ ପାଠକଙ୍କ  ସମ୍ପତ୍ତି ଆଟାଚ କଲା ED
ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ କଲା ED

ଭୁବନେଶ୍ବର: ପୂର୍ବତନ ବହିଷ୍କୃତ ଆଇଏଫଏସ(IFS) ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଆଟାଚ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏନେଇ ଇଡି ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ED) ସୂଚନା ଅନୁସାରେ ଅଭୟଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌ କରିଛି ଇଡି ।

ମନି ଲଣ୍ଡରିଂ ଆକ୍ଟ ଆଧାରରେ ଏହି ସମସ୍ତ ଆୟ ବହିର୍ଭୁତ ସମ୍ପତ୍ତି ଆଟାଚ କରିଛି ଇଡି । ସୂଚନା ଅନୁସାରେ ୨୦୨୦ ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ଏହାପରେ ଅଭୟଙ୍କୁ ଗିରଫ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details