ଭୁବନେଶ୍ବର:ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ନେଇ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ପରୀକ୍ଷା କେନ୍ଦ୍ରକୁ ଫୋନ ଲୁଚାଇ ନେଇ ପ୍ରଶ୍ନ ପତ୍ରର ଫଟୋ ଉଠାଇବା ବେଳେ ଧରା ପଡ଼ିଥିଲେ ପରୀକ୍ଷାର୍ଥୀ । ଏନେଇ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।
OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ - ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା
ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ନେଇ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ପରୀକ୍ଷା କେନ୍ଦ୍ରକୁ ଫୋନ ଲୁଚାଇ ନେଇ ପ୍ରଶ୍ନ ପତ୍ରର ଫଟୋ ଉଠାଇବା ବେଳେ ଧରା ପଡ଼ିଥିଲେ ପରୀକ୍ଷାର୍ଥୀ। ଏନେଇ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଅଧିକ ପଢନ୍ତୁ...
ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ
ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ
ଦେଓଗଡ ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଟିଇଟି ପରୀକ୍ଷାର୍ଥୀ ରଜନୀ ବେହେରା ପରୀକ୍ଷା କେନ୍ଦ୍ରରେ ଫୋନ ଲୁଚାଇ ନେଇ ପ୍ରଶ୍ନ ପତ୍ରର ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ପରୀକ୍ଷା ନିୟନ୍ତ୍ରକ ତାଙ୍କୁ ଧରିଥିଲେ। ପ୍ରଶ୍ନ ପତ୍ରର ଲିକ ହେବାର ପ୍ରଶ୍ନ ଉଠୁନାହିଁ। ସେ ଜଣେ ଶିକ୍ଷୟତ୍ରୀ, ତାଙ୍କ ମୋବାଇଲ ଫୋନ ଭିତରକୁ କେମିତି ଗଲା ଏବଂ ତାଙ୍କ ସହିତ କିଏ କିଏ ଜଡିତ ଅଛନ୍ତି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ