ଓଡିଶା

odisha

ETV Bharat / city

ଶାରଦା ମାଇନ୍ସର ୬ଟି ସ୍ଥାନରେ ଛାପା ମାରିଲା ED

କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଥିବା ଶାରଦା ମାଇନ୍ସର ୬ଟି ସ୍ଥାନରେ ଚଢାଉ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଅଧିକ ପଢନ୍ତୁ

ସାରଦା ମାଇନ୍ସର ୬ଟି ସ୍ଥାନାରେ ଇଡି ଚଢାଉ
ସାରଦା ମାଇନ୍ସର ୬ଟି ସ୍ଥାନାରେ ଇଡି ଚଢାଉ

By

Published : Aug 22, 2022, 12:26 PM IST

Updated : Aug 22, 2022, 3:37 PM IST

ଭୁବନେଶ୍ବର/କେନ୍ଦୁଝର: କେନ୍ଦୁଝର ବଡ଼ବିଲରେ ଶାରଦା ମାଇନ୍ସରେ ED ରେଡ୍ । ବଡବିଲର ୪ଟି ସ୍ଥାନ ସମେତ କୋଲକାତା ଓ ଗୁଡଗାଓରେ ରେଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ବଡବିଲର ଦୁଇ ଡାଇରେକ୍ଟରଙ୍କ ଘର ସମେତ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ଅଫିସରେ ଚଢାଉ କରିଛି ଇଡି ଟିମ ।

ଶାରଦା ମାଇନ୍ସ

ଏହା ବି ପଢନ୍ତୁ- ହୋଲ୍ଡିଂ ଟ୍ୟାକ୍ସ କମାଇବାକୁ ଲାଞ୍ଚ କାରବାର, ଭିଜିଲାନ୍ସ ଜାଲରେ BMC ଟ୍ୟାକ୍ସ କଲେକ୍ଟର

ମନି ଲଣ୍ଡରିଂ (Money Laundering) ଆକ୍ଟ ଆଧାରରେ ରେଡ କରିଛି ଇଡି ଟିମ । କୋଲକାତା ଓ ଭୁବନେଶ୍ବର ଇଡି (Bhubaneswar ED)ର ମିଳିତ ଭାବେ ଚଢାଉ ଜାରି ରହିଛି । ଖଣି କାର୍ଯ୍ୟାଳୟ ସହିତ ସୋୟାବାଲି ସ୍ଥିତ କଲୋନୀରେ ଚାଲିଛି ଚଢ଼ାଉ। ବେଆଇନ ଖଣିଜ କାରବାର ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ରହିଥିଲା

ଇଟିଭି ଭାରତ, ଭୁବନେଶ୍ବର ଓ କେନ୍ଦୁଝର

Last Updated : Aug 22, 2022, 3:37 PM IST

ABOUT THE AUTHOR

...view details