ଭୁବନେଶ୍ବର:ପୂର୍ବତନ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି । ୩ଜଣଙ୍କର ୬ କୋଟି ୫୭ଲକ୍ଷ ଟଙ୍କା ସମ୍ପତି ବ୍ୟାଜାପ୍ତି କଲା ଇଡି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ଅନାମ ନାୟକ,ଓଏଫଏସ(OFS) ନଳିନୀ ପୃଷ୍ଟି ଓ ତାଙ୍କ ସ୍ବାମୀ ଓଏସ (OAS) ବିଜୟ କେତନ ସାହୁ । ଯେକି ଭିଜିଲାନ୍ସର ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହୋଇଥିଲେ । ତେବେ ଭିଜିଲାନ୍ସ କରିଥିବା କେସକୁ ହାତକୁ ନେଇ ଏହି ତିନି ଜଣଙ୍କର ସମ୍ପତ୍ତିକୁ ବ୍ୟାଜାପ୍ତ କରାଯାଇଛି । ୨୦୨୦ ଜାନୁଆରୀ ୨୨ରେ ପୂର୍ବତନ ବିଧାୟକ ଅନାମ ନାୟକଙ୍କ ଘରେ ରେଡ କରିଥିଲା କୋରାପୁଟ ଭିଜିଲାନ୍ସ ।
ଏହାବି ପଢନ୍ତୁ:ମାସିକ ଋତୁସ୍ରାବ ଏକ ମଇଳା ବିଷୟ, ଏହା ବିଧାନସଭାରେ ଆଲୋଚନା ହେବା ଉଚିତ୍ ନୁହେଁ: ଅରୁଣାଚଳପ୍ରଦେଶ ବିଜେପି ବିଧାୟକ