ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟା ଜୱାଦକୁ(Cyclone Jawad) ଆଖି ଆଗରେ ରଖି ବାତିଲ ହେଲା ଟ୍ରେନ(train cancelled) । ବାତ୍ୟା ଜୱାଦ ପାଇଁ ୯୫ଟି ଟ୍ରେନ ବାତିଲ କଲା ରେଳ ବିଭାଗ । ରେଳଗୁଡିକ ଡିସେମ୍ବର ୩ ଏବଂ ୪ ତାରିଖ ଦିନ ବାତିଲ ରହିବ। ଏନେଇ ପୂର୍ବତଟ ରେଳପଥ(east coast railway) ପକ୍ଷରୁ ସୂଚନା ଦିଆଯାଇଛି ।
Cyclone Jawad: ବାତିଲା ହେଲା 95 ଟ୍ରେନ୍ - ୯୫ ଟ୍ରେନ ବାତିଲ କଲା ରେଳ ବିଭାଗ
ସମ୍ଭାବ୍ୟ ବାତ୍ୟା ଜୱାଦକୁ(Cyclone Jawad) ଆଖି ଆଗରେ ରଖି ବାତିଲ ହେଲା ଟ୍ରେନ(train cancelled) । ବାତ୍ୟା ଜୱାଦ ପାଇଁ ଡିସେମ୍ବର ୩ ଏବଂ ୪ ତାରିଖ ଦିନ ୯୫ଟି ଟ୍ରେନ ବାତିଲ କଲା ରେଳ ବିଭାଗ । ଅଧିକ ପଢନ୍ତୁ
![Cyclone Jawad: ବାତିଲା ହେଲା 95 ଟ୍ରେନ୍ Cyclone Jawad: ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ୯୫ ଟ୍ରେନ ବାତିଲ](https://etvbharatimages.akamaized.net/etvbharat/prod-images/768-512-13793168-thumbnail-3x2-train.jpg)
Cyclone Jawad: ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ୯୫ ଟ୍ରେନ ବାତିଲ
ଏବେ ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ । ଓଡ଼ିଶା ଉପକୂଳ-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ଜୱାଦ କେନ୍ଦ୍ରୀଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବାରୁ ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୯୫ଟି ରେଳକୁ ବାତିଲ କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ