ଭୁବନେଶ୍ବର: ଖୁଦୁରୁକୁଣୀ ଓଷା ପାଳିଲେ ଦୂତୀ ଚାନ୍ଦ । ନିଜ ଗାଁରେ ଏ ପାଳି ବି ଖୁଦୁରୁକୁଣୀ ଓଷା ଦୂତୀ କରିଛନ୍ତି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସ୍ଥିତ ଚକଗୋପାଳପୁରକୁ ଯାଇ ଗାଁ ଯୁବତୀଙ୍କ ସହ ଦୂତୀ କରିଛନ୍ତି ଖୁଦୁରୁକୁଣୀ ଓଷା ।
ନିଜ ଗାଁରେ ଖୁଦୁରୁକୁଣୀ ଓଷା ପାଳିଲେ ଦୂତୀ ଚାନ୍ଦ - home town jajpur
ନିଜ ଗାଁରେ ଖୁଦୁରୁକୁଣୀ ଓଷାର ଶେଷ ପାଳି ପାଳିଲେ ଦୂତୀ ଚାନ୍ଦ । ଶେଷରେ ପୂଜାମଣ୍ଡପରେ ପୂଜା କରିବା ସମୟର ସେଲ୍ଫି ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଦୂତୀ । ଅଧିକ ପଢନ୍ତୁ...
![ନିଜ ଗାଁରେ ଖୁଦୁରୁକୁଣୀ ଓଷା ପାଳିଲେ ଦୂତୀ ଚାନ୍ଦ ନିଜ ଗାଁରେ ଖୁଦୁରୁକୁଣୀ ଓଷାର ଶେଷ ପାଳି କଲେ ଦୂତୀ ଚାନ୍ଦ](https://etvbharatimages.akamaized.net/etvbharat/prod-images/768-512-13113729-thumbnail-3x2-duti.jpg)
ନିଜ ଗାଁରେ ଖୁଦୁରୁକୁଣୀ ଓଷାର ଶେଷ ପାଳି କଲେ ଦୂତୀ ଚାନ୍ଦ
ନିଜ ଗାଁରେ ଖୁଦୁରୁକୁଣୀ ଓଷା ପାଳିଲେ ଦୂତୀ ଚାନ୍ଦ
ରବିବାର ଖୁଦୁରୁକୁଣୀ ଓଷାର ଶେଷ ପାଳି ପାଇଁ ସେ ତାଙ୍କ ଗାଁରେ ମା’ ମଙ୍ଗଳାଙ୍କ ପୂଜା କରିବା ସହ ଭାଇମାନଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି । ଏଥିସହ ଓଷା କରୁଥିବା ସମସ୍ତ ଭଉଣୀମାନଙ୍କୁ ଶୁଭକାମନା ଜଣାଇଛନ୍ତି । ଶେଷରେ ପୂଜାମଣ୍ଡପରେ ପୂଜା କରିବା ସମୟର ସେଲ୍ଫି ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଦୂତୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ