ଭୁବନେଶ୍ବର: ଦଶହରା ଛୁଟି ଘୋଷଣା କଲେ ସରକାର । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ରାଜ୍ୟରେ ଆଜି(ଶନିବାର) ଠାରୁ 20 ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲ, କଲେଜ ବନ୍ଦ ରହିବ । ଆଜି ଅପରାହ୍ନରୁ କ୍ଲାସ ଶେଷ ହେବା ପରଠାରୁ 20 ଅକ୍ଟୋବର ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଛନ୍ତି ସରକାର । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ଆଜିଠୁ ଦଶହରା ଛୁଟି, 21ରେ ଖୋଲିବ ସ୍କୁଲ-କଲେଜ - school, college to be closed till 20th october
ଦଶହରା ଛୁଟି ଘୋଷଣା କଲେ ସରକାର । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ରାଜ୍ୟରେ ଆଜି(ଶନିବାର)ଠାରୁ 20 ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲ, କଲେଜ ବନ୍ଦ ରହିବ । ଅଧିକ ପଢନ୍ତୁ...
ଆଜିଠୁ ଦଶହରା ଛୁଟି, 21 ରେ ଖୋଲିବ ସ୍କୁଲ-କଲେଜ
ବିଦ୍ୟାଳୟଗୁଡ଼ିକ 21 ଅକ୍ଟୋବରରୁ ସରକାରୀ ଗାଇଡ ଲାଇନ ଅନୁସାରେ ଜାରି କରାଯାଇଥିବା ସମାନ ସମୟ ସହିତ ପୁନଃ କ୍ଳାସ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ନବମ, ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୧ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା ହୋଇଛି । ଏନେଇ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ