ଓଡିଶା

odisha

ପୂଜା ଛୁଟି ଘୋଷଣା, ଶନିବାରଠୁ 20 ତାରିଖ ପର୍ଯ୍ୟନ୍ତ ସ୍କୁଲ-କଲେଜ ଛୁଟି

By

Published : Oct 8, 2021, 8:04 PM IST

ରାଜ୍ୟରେ ଆସନ୍ତା 9 ତାରିଖରୁ ପୂଜା ଛୁଟି । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଶନିବାରଠାରୁ ଅକ୍ଟୋବର20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା । ଅଧିକ ପଢନ୍ତୁ...

dussahara vacation from tomorrow school to be closed till oct 20
ପୂଜା ଛୁଟି ଘୋଷଣା, କାଲିଠୁ 20 ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି

ଭୁବନେଶ୍ବର:ରାଜ୍ୟରେ ଶନିବାର ଠାରୁ ପୂଜା ଛୁଟି । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଶନିବାର ଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା । ସମସ୍ତ ସ୍କୁଲ କଲେଜ ବନ୍ଦ ରହିବା ନେଇ ଘୋଷଣା କଲେ ରାଜ୍ୟ ସରକାର ।

ପୂଜା ଛୁଟି ଘୋଷଣା, କାଲିଠୁ 20 ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି
ରାଜ୍ୟରେ ଆସନ୍ତା 9 ତାରିଖରୁ ପୂଜା ଛୁଟି । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଆସନ୍ତାକାଲି (ଶନିବାର) ଠାରୁ ଅକ୍ଟୋବର20 ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା । ଆସନ୍ତାକାଲି ଅପରାହ୍ନରୁ କ୍ଲାସ୍ ଶେଷ ହେବା ପର ଠାରୁ 20 ଅକ୍ଟୋବର ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିଦ୍ୟାଳୟଗୁଡ଼ିକ 21 ଅକ୍ଟୋବରରୁ ସରକାରୀ ଗାଇଡ ଲାଇନ ଅନୁସାରେ ଜାରି କରାଯାଇଥିବା ସମାନ ସମୟ ସହିତ ପୁନଃ କ୍ଳାସ ଆରମ୍ଭ ହେବ ।

ଏନେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details