ଓଡିଶା

odisha

ଦୁଷ୍ମନ୍ତ ମୃତ୍ୟୁ ମାମଲା: କମିଶନରେଟ୍ ପୋଲିସ ହାତରେ କେଶ

By

Published : Sep 11, 2021, 4:13 PM IST

ଜଗତସିଂହପୁରରେ ଥିବା ଦୁଷ୍ମନ୍ତଙ୍କ ମୃତ୍ୟୁ ମାମଲା କଟକକୁ ସ୍ଥାନାନ୍ତର କରାଯାଇଛି । ଦୁଷ୍ମନ୍ତ ମାଆଙ୍କ ଅଭିଯୋଗକୁ ରୁଜୁ କଲା ମଙ୍ଗଳବାଗ ଥାନା ପୋଲିସ । ଅଧିକ ପଢନ୍ତୁ...

ଦୁଷ୍ମନ୍ତ ମୃତ୍ୟୁ ମାମଲା: କମିଶନରେଟ୍ ପୋଲିସ ହାତରେ କେଶ
ଦୁଷ୍ମନ୍ତ ମୃତ୍ୟୁ ମାମଲା: କମିଶନରେଟ୍ ପୋଲିସ ହାତରେ କେଶ

ଭୁବନେଶ୍ବର: ଜଗତସିଂହପୁରରେ ଥିବା ଦୁଷ୍ମନ୍ତଙ୍କ ମୃତ୍ୟୁ ମାମଲା କଟକକୁ ସ୍ଥାନାନ୍ତର କରାଯାଇଛି । ଦୁଷ୍ମନ୍ତ ମାଆଙ୍କ ଅଭିଯୋଗକୁ ରୁଜୁ କଲା ମଙ୍ଗଳବାଗ ଥାନା ପୋଲିସ।

ଦୁଷ୍ମନ୍ତ ମୃତ୍ୟୁ ମାମଲା: କମିଶନରେଟ୍ ପୋଲିସ ହାତରେ କେଶ

ଯେହେତୁ ଦୁଷ୍ମନ୍ତଙ୍କ ମୃତ୍ୟୁ ଏସସିବିରେ ହୋଇଛି, ତେଣୁ ଘଟଣାର ତଦନ୍ତ କରିବ କମିଶନରେଟ୍ ପୋଲିସ। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details