ଓଡିଶା

odisha

ETV Bharat / city

ନନ୍ଦନକାନରେ ନୀଳ ଗାଈର ମୃତ୍ୟୁ - Nandankana bhubaneswar

ଲିଭର ନଷ୍ଟ ହେବାରୁ ନନ୍ଦନକାନରେ ନୀଳ ଗାଈର ମୃତ୍ୟୁ ହୋଇଛି । ଫଳରେ ବର୍ତ୍ତମାନ ଉଦ୍ୟାନରେ ନୀଳ ଗାଈ ସଂଖ୍ୟା 23କୁ ଖସିଆସିଛି ।

ଫାଇଲ ଫଟୋ

By

Published : Jul 19, 2019, 3:23 PM IST


ଭୁବନେଶ୍ବର: ନନ୍ଦନକାନରେ ନୀଳ ଗାଈର ମୃତ । ଲିଭର ନଷ୍ଟ ହୋଇଯାଇଥିବାରୁ ଗାଈଟିର ମୃତ୍ୟୁ ହୋଇଛି । ଫଳରେ ଉଦ୍ୟାନରେ ହ୍ରାସ ପାଉଛି ନୀଳ ଗାଈର ସଂଖ୍ୟା ।

14 ବର୍ଷ ବୟସରେ ନୀଳ ଗାଈର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ନନ୍ଦନକାନରେ ନୀଳ ଗାଈ ସଂଖ୍ୟା 23କୁ ପହଞ୍ଚିଛି ବୋଲି ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି ।

ଭୁବେନଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details