ଓଡିଶା

odisha

ETV Bharat / city

ସ୍ବାମୀ ସାଜିଲା ସଇତାନ, ଗର୍ଭବତୀ ସ୍ତ୍ରୀର ନେଲା ଜୀବନ - Husband arrested

ନିଷ୍ଠୁର ହୋଇଗଲା ହାତ ଧରିଥିବା ସ୍ବାମୀ । ଜୀବନ ନେଲା ସାତ ଜନମର ସାଥି । ଯୌତୁକ ପାଇଁ ଗର୍ଭବତି ସ୍ତ୍ରୀର ନେଇଗଲା ଜୀବନ । ଅଧିକ ପଢନ୍ତୁ...

Dowry death at balianta Husband arrested
ସ୍ବାମୀ ସାଜିଲା ସଇତାନ,ଗର୍ଭବତୀ ସ୍ତ୍ରୀର ନେଲା ଜୀବନ

By

Published : Mar 17, 2021, 10:58 PM IST

ଭୁବନେଶ୍ବର:ନିଷ୍ଠୁର ହୋଇଗଲା ହାତ ଧରିଥିବା ସ୍ବାମୀ । ଜୀବନ ନେଲା ସାତ ଜନମର ସାଥି । ଯୌତୁକ ପାଇଁ ଗର୍ଭବତି ସ୍ତ୍ରୀର ନେଇଗଲା ଜୀବନ । ଏମିତି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ।

ସ୍ବାମୀ ସାଜିଲା ସଇତାନ,ଗର୍ଭବତୀ ସ୍ତ୍ରୀର ନେଲା ଜୀବନ

ଗର୍ଭବତୀ ମହିଳାଙ୍କ ରହସ୍ୟ ଜନଙ୍କ ମୃତ୍ୟୁ ଘଟଣାରେ ସ୍ବାମୀ ସୁବିର କୁମାର ମୁଦୁଲିଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ 2019 ଡିସେମ୍ବର ମାସରେ ଯାଜପୁରର ସୁବିର କୁମାର ମୁଦିଲଙ୍କ ସହ ବିବାହ ହୋଇଥିଲା । ଉଭୟ ଉଚ୍ଚଶିକ୍ଷିତା ଥିବା ବେଳେ ଏକ ଅଏଲ କଂପାନିରେ ଚାକିରୀ କରୁଥିଲେ । ବିବାହ ପରେ ପାହାଳରେ ନିଜ ସ୍ବାମୀ ସୁବିର୍ କୁମାର ମୁଦୁଲିଙ୍କ ସହ ରହୁଥିଲେ ।

ସ୍ବାମୀ ସାଜିଲା ସଇତାନ,ଗର୍ଭବତୀ ସ୍ତ୍ରୀର ନେଲା ଜୀବନ

ଗତକାଲି ରାତିରେ ସୁଚିଶ୍ମିତା ତାଙ୍କ ବାପାଙ୍କ ପାଖକୁ କଲ କରିଥିଲା । ବାପା ମୁଁ ରହିବିନି । ଆଉ କିଛି ସମୟ ପରେ । ସ୍ବାମୀ ଫୋନ କରି କହିଲେ ତମ ଝିଅ ରୁମରେ ଲକ୍ କରିଛି । ମୃତ ଝିଅଙ୍କ ବାପା ମା ଦେଖିଲା ବେଳେ ଝିଅ ର ମୃତ୍ୟୁ ହୋଇଛି । ଘର କାମକୁ ନେଇ ବାରମ୍ବାର ଟଙ୍କା ମାଗୁଥିଲେ ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details