ଓଡିଶା

odisha

ETV Bharat / city

ଡିଏଲ, ଏଲଏଲ ଟେଷ୍ଟକୁ ମିଳିଲା ଅନୁମତି - ଡିଏଲ

ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବଶ୍ୟକ ପରୀକ୍ଷାକୁ ଅନୁମତି ମିଳିଛି। ଅଧିକ ପଢନ୍ତୁ..

ଡିଏଲ, ଏଲଏଲ ଟେଷ୍ଟକୁ ମିଳିଲା ଅନୁମତି
ଡିଏଲ, ଏଲଏଲ ଟେଷ୍ଟକୁ ମିଳିଲା ଅନୁମତି

By

Published : Sep 8, 2020, 10:18 PM IST

ଭୁବନେଶ୍ବର: ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାସେନ୍ସ ପାଇଁ ଆବଶ୍ୟକ ପରୀକ୍ଷାକୁ ଅନୁମତି ମିଳିଛି। ରାଜ୍ୟ ପରିବହନ ବିଭାଗ ଏନେଇ ପରିବହନ କମିଶନରଙ୍କୁ ଚିଠି କରିଛି।

ଡିଏଲ, ଏଲଏଲ ଟେଷ୍ଟକୁ ମିଳିଲା ଅନୁମତି

ତେବେ ଟେଷ୍ଟ ପୂର୍ବରୁ କୋଭିଡ ରୂଲ ପାଳନ କରିବାକୁ ହେବ। ସାମାଜିକ ଦୂରତା, ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପରିବହନ ବିଭାଗ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details