ଭୁବନେଶ୍ବର: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ ହେଲା ଡିଏଲ ଓ ଏଲଏଲ ଟେଷ୍ଟ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ପଦକ୍ଷେପ । ବନ୍ଦ ଘୋଷଣା କଲେ ରାଜ୍ୟ ପରିବହନ କମିଶନର । ଏପ୍ରିଲ 22ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରାଯାଇଛି । ଉପଭୋକ୍ତା ଅନଲାଇନରେ ପରିବହନ ସମ୍ପର୍କିତ ଅଭିଯୋଗ କରିପାରିବେ ।
ଏପ୍ରିଲ 22ରୁ ଡିଏଲ ଓ ଏଲଏଲ ଟେଷ୍ଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ - ଏଲଏଲ ଟେଷ୍ଟ ସ୍ଥଗିତ
ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ ହେଲା ଡିଏଲ ଓ ଏଲଏଲ ଟେଷ୍ଟ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ବନ୍ଦ ଘୋଷଣା କଲେ ରାଜ୍ୟ ପରିବହନ କମିଶନର । ଅଧିକ ପଢନ୍ତୁ...
ଏପ୍ରିଲ 22ରୁ ଡିଏଲ ଓ ଏଲଏଲ ଟେଷ୍ଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ
ରାଜ୍ୟରେ ହୁ ହୁ ହୋଇ ବଢୁଛି କୋଭିଡ ସଂକ୍ରମଣ । ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି ପ୍ରାୟ 5 ହଜାର ଆକ୍ରାନ୍ତ । ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଆଜି ପରିବହନ କମିଶନରଙ୍କ ପକ୍ଷରୁ ଡିଏଲ ଓ ଏଲଏଲ ଟେଷ୍ଟ ବାତିଲ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏନେଇ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : Apr 20, 2021, 9:28 PM IST