ଓଡିଶା

odisha

By

Published : Mar 31, 2022, 10:07 PM IST

ETV Bharat / city

5T ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍

5ଟି’ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଡିଜିଟାଲ ଦକ୍ଷତା ଉପରେ ୩ ଦିନିଆ ତାଲିମ୍ ପ୍ରଦାନ। 5ଟି’ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଡିଜିଟାଲ ଦକ୍ଷତା ଉପରେ ୩ ଦିନିଆ ତାଲିମ୍ ପ୍ରଦାନ । ଅଧିକ ପଢନ୍ତୁ

digital skills training program bhubaneswar Under 5T School Transformation program
5T ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ଡିଜିଟାଲ ଦକ୍ଷତା ତାଲିମ୍

ଭୁବନେଶ୍ବର: 5ଟି’ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଡିଜିଟାଲ ଦକ୍ଷତା ଉପରେ ୩ ଦିନିଆ ତାଲିମ୍ ପ୍ରଦାନ। 5ଟି’ ହାଇସ୍କୁଲରେ ରୂପାନ୍ତରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଡିଜିଟାଲ ଦକ୍ଷତା ଉପରେ ୩ ଦିନିଆ ତାଲିମ୍ ପ୍ରଦାନ। ଏହି ତିନିଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ଼ମିନିଷ୍ଟ୍ରେସନ୍ ଠାରେ ଅନୁଷ୍ଠିତ ହୋଇଛି ।

5T ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍

ତିନିଦିନର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷଣାର୍ଥୀଙ୍କୁ ଡିଜିଟାଲ୍ ଦକ୍ଷତାର ବିକାଶ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମ ଓସେପା ଓ ଓକେସିଏଲ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ସଂପୃକ୍ତ ସାଧନକର୍ମୀମାନେ ଜିଲ୍ଲାସ୍ତରରେ ୫ଟି’ ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷିତ କରାଇବେ।

5T ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ଡିଜିଟାଲ ଦକ୍ଷତା ତାଲିମ୍

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details