ଓଡିଶା

odisha

ETV Bharat / city

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧୫୧୧ କୋଟି ଖର୍ଚ୍ଚ ଦାବି ପାରିତ - ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧୫୧୧ କୋଟି ଖର୍ଚ୍ଚ ଦାବି ପରିତ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଆର୍ଥିକ ବର୍ଷ ୨୦୨୨-୨୩ ୧୫୧୦ କୋଟି ୯୬ ଲକ୍ଷ ୦୯ ହଜାର ଟଙ୍କା ଖର୍ଚ୍ଚ ଦାବି ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଲାଗି ବିଧାନସଭାରେ ଉପସ୍ଥାପନ କରିଥିଲେ । ଅଧିକ ପଢନ୍ତୁ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧୫୧୧ କୋଟି ଖର୍ଚ୍ଚ ଦାବି ପରିତ
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧୫୧୧ କୋଟି ଖର୍ଚ୍ଚ ଦାବି ପରିତ

By

Published : Jul 21, 2022, 10:21 PM IST

Updated : Jul 21, 2022, 10:29 PM IST

ଭୁବନେଶ୍ବର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଆର୍ଥିକ ବର୍ଷ ୨୦୨୨-୨୩ ୧୫୧୦ କୋଟି ୯୬ ଲକ୍ଷ ୦୯ ହଜାର ଟଙ୍କା ଖର୍ଚ୍ଚ ଦାବି ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଲାଗି ବିଧାନସଭାରେ ଉପସ୍ଥାପନ କରିଥିଲେ ।

ବିଭିନ୍ନ କାର୍ଯ୍ୟାଳୟ ପ୍ରତିଷ୍ଠାନର ପ୍ରଶାସନିକ ବ୍ୟୟ ବାବଦରେ ସମୁଦାୟ ୧୧୩୪ କୋଟି ୬୬ ଲକ୍ଷ ୫୨ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି ।

କାର୍ଯ୍ୟକ୍ରମ ବ୍ୟୟ ୩୭୬ କୋଟି ୨୯ ଲକ୍ଷ ୫୭ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବିଭିନ୍ନ ଦଳର ବିଧାୟକ ଆଲୋଚନାରେ ସାମିଲ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ସମସ୍ତେ ଉଚିତ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 21, 2022, 10:29 PM IST

For All Latest Updates

ABOUT THE AUTHOR

...view details