ଓଡିଶା

odisha

ETV Bharat / city

ଘଣ୍ଟଘଣ୍ଟା ବାଡେଇ ବାଇ ଲ’ ପ୍ରତ୍ୟାହାର ଦାବି - Demanding the repeal of the by-law

ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପକ୍ଷରୁ ଘଣ୍ଟ ଘଣ୍ଟା ମାଡ । ଜାତୀୟ ସ୍ମାରକ ପ୍ରାଧିକରଣ ଦ୍ୱାରା ଲିଙ୍ଗରାଜ ମନ୍ଦିର ବାଇ-ଲ ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ଦାବିରେ ଓଡିଶା ତଥା ଲିଙ୍ଗରାଜ ମନ୍ଦିର ସେବାୟତ ନିଯୋଗ ପକ୍ଷରୁ ଘଣ୍ଟ ଘଣ୍ଟା ବଜେଇ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

ଘଣ୍ଟ ଘଣ୍ଟା ବାଡେଇ ବାଇ ଲ’ ପ୍ରତ୍ୟାହାର ଦାବି
ଘଣ୍ଟ ଘଣ୍ଟା ବାଡେଇ ବାଇ ଲ’ ପ୍ରତ୍ୟାହାର ଦାବି

By

Published : Feb 16, 2021, 3:18 PM IST

ଭୁବନେଶ୍ବର:ଘଣ୍ଟ ଘଣ୍ଟା ବାଡେଇ ଅଭିନବ ପ୍ରତିବାଦ ଜଣେଇଲେ ସେବାୟତ ନିଯୋଗ । ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପକ୍ଷରୁ ଘଣ୍ଟ ଘଣ୍ଟା ମାଡ । ଜାତୀୟ ସ୍ମାରକ ପ୍ରାଧିକରଣ ଦ୍ୱାରା ଲିଙ୍ଗରାଜ ମନ୍ଦିର ବାଇ-ଲ ଚିଠା ପ୍ରସ୍ତାବକୁ ପ୍ରତ୍ୟାହାର ଦାବିରେ ଓଡିଶା ତଥା ଲିଙ୍ଗରାଜ ମନ୍ଦିର ସେବାୟତ ନିଯୋଗ ପକ୍ଷରୁ ଘଣ୍ଟ ଘଣ୍ଟା ବଜେଇ ପ୍ରତିବାଦ କରାଯାଇଛି ।

ଘଣ୍ଟ ଘଣ୍ଟା ବାଡେଇ ବାଇ ଲ’ ପ୍ରତ୍ୟାହାର ଦାବି

ଶ୍ରୀମନ୍ଦିରରୁ ଆଇନ ପ୍ରତ୍ୟାହୃତ ହେଲା, ହେଲେ ଲିଙ୍ଗରାଜ ମନ୍ଦିରରୁ ପ୍ରତ୍ୟାହାର ହେବ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ । ଭୁବନେଶ୍ୱର ସାଂସଦ କହୁଛନ୍ତି ବାଇ-ଲ ରେ କିଛି ଅସୁବିଧା ନାହିଁ । ଯଦି ନାହିଁ ତେବେ ଜଗନ୍ନାଥ ମନ୍ଦିରରୁ କାହିଁକି ପ୍ରତ୍ୟାହାର କରାଗଲା ବୋଲି ପ୍ରଶ୍ନ କରିଛନ୍ତି କମଳାକାନ୍ତ ବଡୁ । ବାଇ-ଲ ପ୍ରତ୍ୟାହାର ନହେଲେ ମନ୍ଦିର ଚତୁପାର୍ଶ୍ୱରେ ସେବାୟତଙ୍କ ଘର ରହିଛି ସେଠି କୌଣସି କାର୍ଯ୍ୟ ହୋଇପାରିବ ନାହିଁ । କୌଣସି ବିକାଶ କାର୍ଯ୍ୟ ମଧ୍ୟ କରିହେବ ନାହିଁ ବୋଲି କହିଛନ୍ତି କମଳାକାନ୍ତ ବଡୁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details