ଭୁବନେଶ୍ବର: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ମହାପ୍ରୟାଣ ଦିବସ । ୧୯୪୮ ମସିହା ଆଜିର ଦିନରେ ନାଥୁରାମ ଗଡସେ ଗୁଳିରେ ଟଳି ପଡିଥିଲେ ଜାତିର ପିତା । ତେଣୁ ଆଜିର ଦିନକୁ ସହିଦ ଦିବସ ବା ସର୍ବୋଦୟ ଦିବସ ରୂପେ ପାଳନ କରାଯାଏ । ରାଜ୍ୟ କଂଗ୍ରେସ ପକ୍ଷରୁ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ବାପୁଙ୍କ ପୁଣ୍ୟ ତିଥି: କଂଗ୍ରେସ ଭବନରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କର୍ମୀ - ଗାନ୍ଧୀଙ୍କ ୭୩ ତମ ମହାପ୍ରରାୟଣ ଦିବସ
ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ମହାପ୍ରୟାଣ ଦିବସ । କଂଗ୍ରେସ ଭବନ ସମେତ ଜୟଦେବ ବିହାରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସକର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଛନ୍ତି । ବିଧାୟକ ସୁର ରାଉତରାୟଙ୍କ ସମେତ କଂଗ୍ରେସର ଅନ୍ୟ କର୍ମକର୍ତ୍ତା ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବାପୁଙ୍କ ପୁଣ୍ୟ ତିଥି; କଂଗ୍ରେସ ଭବନରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କର୍ମୀ
ବାପୁଙ୍କ ପୁଣ୍ୟ ତିଥି; କଂଗ୍ରେସ ଭବନରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କର୍ମୀ
କଂଗ୍ରେସ ଭବନ ସମେତ ଜୟଦେବ ବିହାରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ପୁଷ୍ପମାଲ୍ୟା ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଛନ୍ତି । ବିଧାୟକ ସୁର ରାଉତରାୟଙ୍କ ସମେତ କଂଗ୍ରେସର ଅନ୍ୟ କର୍ମକର୍ତ୍ତା ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଦେଶରେ ଅଖଣ୍ଡତାକୁ ବଜାୟ ରଖିବା ସହ ତ୍ରିରଙ୍ଗା ପ୍ରତି ସମ୍ମାନ କରିବାକୁ କହିଥିଲେ ବିଧାୟକ ସୁର ରାଉତରାୟ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ