ଭୁବନେଶ୍ବର: ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୧୦ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ହୋଇଛି ଘୋଷଣା । ଏନେଇ ଅର୍ଥ ବିଭାଗ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି ।
ବଢିଲା ମହଙ୍ଗା ଭତ୍ତା, ରାଜ୍ୟ ଅର୍ଥ ବିଭାଗର ବିଜ୍ଞପ୍ତି ଜାରି - ରାଜ୍ୟ ଅର୍ଥ ବିଭାଗ
ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୧୦ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ହୋଇଛି ଘୋଷଣା ।
ବଢିଲା ମହଙ୍ଗା ଭତ୍ତା, ରାଜ୍ୟ ଅର୍ଥ ବିଭାଗର ବିଜ୍ଞପ୍ତି ଜାରି
ସୂଚନା ମୁତାବକ ଏହି ମହଙ୍ଗା ଭତ୍ତା 2008 ବେତନ କମିଶନ ଆଧାରରେ ଦରମା ପାଉଥିବା ସରକାରୀ କର୍ମଚାରୀମାନେ ପାଇବେ । ଏହି କର୍ମଚାରୀମାନେ ପିଛିଲା ଭାବେ ଜୁଲାଇ 1, 2019ରୁ ଏହି ଭତ୍ତା ପାଇବେ । ତେବେ ବର୍ତ୍ତମାନ ମହଙ୍ଗା ଭତ୍ତା 154 ପ୍ରତିଶତରୁ ବଢି 164 ପ୍ରତିଶତ ହୋଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ