ଭୁବନେଶ୍ବର: ଚଳିତ ବର୍ଷ ଯୁକ୍ତ ୨ ଶିକ୍ଷା ପାଇଁ ନାମଲେଖା ତାରିଖ ଖୁବଶୀଘ୍ର ଘୋଷଣା ହେବ । ଆସନ୍ତା ଅଗଷ୍ଟ 14 ରୁ 16 ମଧ୍ୟରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ତାରିଖ ଘୋଷଣା କରାଯିବ । ଗତ ବର୍ଷ ଅଗଷ୍ଟ 21ରେ ପ୍ରକ୍ରିୟା ଆରମ୍ଭ ହୋଇ ଥିବାବେଳେ ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ ।
ଖୁବ ଶୀଘ୍ର +୨ ନାମଲେଖା ପାଇଁ ଘୋଷଣା ହେବ ତାରିଖ - ଯୁକ୍ତ ଦୁଇ ନାମଲେଖା ତାରିଖ
ଚଳିତ ବର୍ଷ ଯୁକ୍ତ ୨ ଶିକ୍ଷା ପାଇଁ ନାମଲେଖା ତାରିଖ ଖୁବଶୀଘ୍ର ଘୋଷଣା ହେବ । ଆସନ୍ତା ଅଗଷ୍ଟ 14 ରୁ 16 ମଧ୍ୟରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ତାରିଖ ଘୋଷଣା କରାଯିବ । ଅଧିକ ପଢନ୍ତୁ...
![ଖୁବ ଶୀଘ୍ର +୨ ନାମଲେଖା ପାଇଁ ଘୋଷଣା ହେବ ତାରିଖ ଆସନ୍ତା 14 ରୁ 16 ମଧ୍ୟରେ +୨ ନାମଲେଖା ପାଇଁ ତାରିଖ ଘୋଷଣା ହେବ](https://etvbharatimages.akamaized.net/etvbharat/prod-images/768-512-12700187-thumbnail-3x2-kjhgfd.jpg)
ଆସନ୍ତା 14 ରୁ 16 ମଧ୍ୟରେ +୨ ନାମଲେଖା ପାଇଁ ତାରିଖ ଘୋଷଣା ହେବ
ଆସନ୍ତା 14 ରୁ 16 ମଧ୍ୟରେ +୨ ନାମଲେଖା ପାଇଁ ଘୋଷଣା ହେବ ତାରିଖ
ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି । ସେମାନେ ଲାବୋରୋଟାରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି । ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, SAMS ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Aug 7, 2021, 12:28 PM IST