ଭୁବନେଶ୍ବର: ଓଡିଶା ଫେରିବ ଡାକୋଟା ବିମାନ । ବିମାନକୁ ଆଣିବା ପାଇଁ ପରିବହନ ବିଭାଗ ଜାରି କଲା ଟେଣ୍ଡର । ଖୁବଶୀଘ୍ର ଡାକୋଟା ବିମାନ ଫେରିବ ଓଡିଶା । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନରୋଡ ଆଣିବା ପାଇ ପରିବହନ ବିଭାଗ ଟେଣ୍ଡର ଜାରି କରିଛି । ଯେଉଁ ଟ୍ରାନସପୋଟେସନ ସଂସ୍ଥା ଏନେଇ ଡାକୋଟା ବିମାନ କଲିକତାରୁ ଆଣିବା ପାଇଁ ଚାହିଁବେ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେ ।
ଓଡିଶା ଫେରିବ ଡାକୋଟା ବିମାନ ! ଜାରି ହେଲା ଟେଣ୍ଡର - ଓଡିଶା ଫେରିବ ଡାକୋଟା ବିମାନ
ଓଡିଶା ଫେରିବ ଡାକୋଟା ବିମାନ। ବିମାନକୁ ଆଣିବା ପାଇଁ ପରିବହନ ବିଭାଗ ଜାରି କଲା ଟେଣ୍ଡର । ଅଧିକ ପଢନ୍ତୁ

ଜାରି ହେଲା ଟେଣ୍ଡର
ଏଥିପାଇଁ ଟେଣ୍ଡର ବିଜ୍ଞପ୍ତି ବାହାରି ସାରିଥିବା ବେଳେ ଚଳିତ ମାସ ଶେଷ ତାରିଖ ଟେଣ୍ଡରରେ ଭାଗ ନେବା ପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି ।ବିଜୁ ବାବୁଙ୍କ ଡାକୋଟା ବିମାନ ଯାହାକି କୋଲକାତାରେ ପଡି ରହିଛି । ତେବେ ବିମାନ ଆଣିବା ପାଇଁ ପରିବହନ ବିଭାଗର ଟେଣ୍ଡର ପ୍ରକ୍ରିୟା ପରେ ବିମାନ ଆସିବା ନେଇ ଆଶା ସଂଚାର ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର